
ସାମଗ୍ରୀ :
ଅରୁଆଚାଭଳ -୨ କପ୍
କାରେଜିଲେମ୍ବୁ – ୧ ଟା
ଜିରା- ୧ଚା ଚାମଚ୮.
କାଗେଜି ପତ୍ର – ୪/୫ ଟା
କଞ୍ଚାଲଙ୍କା – ୪ଟା ୧୦, ଲୁଣ ଓ ହଳଦୀ
ଶୁଖିଲଙ୍କା – ୧ଟା
ବୁଟଡାଲି-୧ ଟେବୁଲ୍ ଚାମଚ
ଚିନାବାଦାମ-୧ ଟେବୁଲ୍ ଚାମଚ଼
ରିଫାଇନ୍ ତେଲ
ଲୁଣ-ସ୍ୱାଦାନୁସାରେ
ହଳଦି-୧ ଚାମଚ
ପ୍ରଣାଳୀ :
ଅରୁଆ ଭାତ ରାନ୍ଧ । ରାନ୍ଧିଲାବେଳେ ଲୁଣ, ହଳଦୀ ପକାଇ ଦେବ । ଭାତ ଗାଳିନେବ । ଭାତ ଗାଳିଲା ପରେ କାଗେଜିପତ୍ର ଧୋଇନେଇ ଭାତ ଭିତରେ ପୂରାଇ ରଖୁଦିଅ ଓ ଢାଙ୍କି ଦିଅ । ଦଶମିନିଟ୍ ପରେ କରେଇରେ ତେଲ ଦେଇ ଚୀନାବାଦାମ ଭାଜ । ସେଥିରେ ବୁଟଡାଲି ଦିଅ । ଶୁଖି୍ଲାଲଙ୍କା ଓ ଜିରା ଦିଅ । କଞ୍ଚାଲଙ୍କା କଟା ବି ଦିଅ । ସଥିରେ ଭାତ ଓ ଲେମ୍ବୁରସ ପକାଇ ମିଶାମିଶି କରିଦିଅ । କାଗେଜି ପତ୍ର ଏବେ ବାହାର କରି ଫୋପାଡ଼ି ଦେବ । ଦରକାର ହେଲେ ଟିକେ ଲୁଣ ଦେଇପାର ।
Comments
comments