
ସାମଗ୍ରୀ :
ଶାଗୁ -୧ କପ୍ – ୫,
ମୁଗଡ଼ାଲି – ୧ କପ୍
କଞ୍ଚାଲଙ୍କା – ୫ଟା
ଅଦା – ଛୋଟ ଖଣ୍ଡେ
ଧନିଆପତ୍ର କିଛି
ପରିମାଣ ଅନୁସାରେ ଲୁଣ
ଛାଣିଚାପାଇଁ ରିଫାଇନ୍ ତେଲ
ପ୍ରଣାଳୀ :
ଶାଗୁଜୁ ଏକ କପ୍ ପାଣିରେ ଭିଜାଇ ରଖ | ମୁଗଡାଲିକୁ ଧୋଇ ଭିଜାଇ ରଖ | ମୁଗଡାଲିକୁ ବାଟି ଦିଅ | କଟା ମୁଗଡାଲିରେ ଭିଜା ଶାଗୁ, ଅଦା, କଞ୍ଚାଲଳା କଟା, ଲୁଣ ଭଲଭାବରେ ମିଶାଇ ନିଅ । କରେଇରେ ରିଫାଇନ୍ ତେଲ ଗରମ କରି ମିଶ୍ରଣରେ ଛୋଟ ଛୋଟ କରି ଛାଣି ନିଅ ।
Comments
comments