OdiaWeb- Odia Film, Music, Songs, Videos, SMS, Shayari, Tourism, News

ଲେମନ୍ ବିସ୍କୁଟ୍

 Lemon Biskut
Lemon Biskut

ସାମଗ୍ରୀ :
ମଇଦା- ୧ କପ୍
ଗୁଣ୍ଡଚିନ-୧ କପ୍
ଆରାରୁଟ୍ ପାଉଡର-୧ କପ୍
ବଟର-୧ କପ୍
ବେକିଂ ପାଉଡର – ୧ ଚାମଚ
ଲେମ୍ବୁରସ-୧/୨ କପ୍
କାଜୁ/ବାଦାମ ଗୁଣ୍ଡ-୧/୨ କପ୍
ଲେମ୍ବୁ ଚୋପା କୋରା-୧/୨ କପ୍

ପ୍ରଣାଳୀ:
ବଟର ,ଲେମ୍ବୁ ରସ ଓ ଚିନି ମିଶାଇ ଫେଣ୍ଟି ଦିଅନ୍ତୁ । ମଇଦା,ଆରାରୁଟ୍ ଓ ବେକିଂ ପାଉଡର ମିଶାଇ ଚଲାଇ ନିଅନ୍ତୁ । ଏସବୁକୁ ଦଳନ୍ତୁ , ସେଥିରେ ଲେମ୍ବୁ ଚୋପା କୋରା ପକାଇ ଦଳନ୍ତୁ । ୧/୨ ଘଣ୍ଟା ରଖିବା ପରେ ହାତରେ ଟିକେ ଟିକେ ନେଇ ଗୁଳାକୁ ଚେପେଟା ଆକାର ଦେଇ ଉପରେ ବଟର ଲଗାଇ ଚିନି ଉପରେ ଟିକେ ଗଡାଇ ତେଲଲଗା ତ୍ରେରେ ରଖି , ଓଭାନ (ଆଗରୁ ୧୦ ମିନିଟ୍ ଗରମ ହୋଇବଥିବା) ରେ ୧୬୦cରେ୩୦ମି.ବେକ୍ କରନ୍ତୁ । ବାଦାମ ଗୁଣ୍ଡକୁ ଦଳିବାବେଳେ ବା ବିସ୍କୁଟ ଗଢିଲା ପରେ ଉପରେ କିଛି କିଛି ଦାବି ଦେବେ ।

Comments

comments