
ସାମଗ୍ରୀ:
ଅଟା -୫୦୦ ଗ୍ରାମ୍
ଲୁଣ -ସ୍ୱାଦାନୁଯାୟୀ
ଉଷୁମ ପାଣି -ଦଳିବା ପାଇଁ
ଦଳିବା ପାଇଁ କ୍ଷୀର -୧/୨ କପ୍
କିମା ପାଇଁ:
ମାଂସ କିମା -୨୫୦ ଗ୍ରାମ୍
ଚୂନାକଟା ପିଆଜ -୨ଟି ବଡ
ରସୁଣ/ଅଦାବଟା -୧ ବଡ ଚାମଚ
ତେଲ (ଭାଜିବା ପାଇଁ) -୧ବଡ ଚାମଚ
ଗରମ ମସଲାଗୁଣ୍ଡ -୧/୨ ଚାମଚ
ଲଙ୍କା ଗୁଣ୍ଡ -୧ ଚାମଚ
ମୋଗଲାଇ ଅତର -୪ ବୁନ୍ଦା
ଆଜିନୋ ମୋତୋ -ଚିମୁଟାଏ
କିମା ମସଲ (ବଜାରରେ ମିଳେ) -୧ ଚାମଚ
କଭର୍ ପାଇଁ ଅଣ୍ଡା -୪ଟି (ଫେଣ୍ଟା)
ରିଫାଇନ୍ ତେଲ -ପରଟା ସେକିବା ପାଇଁ
ଲୁଣ-୧ ଚାମଚ
କଟା ଧନିଆ ପତ୍ର -୧ ଚାମଚ
ଭଜା କାଜୁ ଓ କିସ୍ମିସ୍ -୧ ବଡ ଚାମଚ
ପ୍ରଣାଳୀ:
ଅଟାକୁ ନରମ କରି ଦଳି ଢାଙ୍କି ୧/୨ ଘଣ୍ଟା ରଖିଦିଅନ୍ତୁ | ମାଂସକୁ ଭଲକରି ଧୋଇ ନିଗାଡି ରଖନ୍ତୁ | ପ୍ରେସରକୁକର୍ ଗରମ କରନ୍ତୁ ଓ ତେଲ ପକାନ୍ତୁ | ଗରମ ହେଲେ କଟା ପିଆଜ ପକାଇ ଲାଲ୍ କରି ଭାଜନ୍ତୁ , ଟିକେ ଲୁଣ ପକାନ୍ତୁ , ପିଆଜ ନରମ ହୋଇଯିବ | ଏଥର ଅଦା -ରସୁଣ ବଟା ପକାଇ ୩
Comments
comments