OdiaWeb- Odia Film, Music, Songs, Videos, SMS, Shayari, Tourism, News

ମେଥି ପରାଟା

Methi-Paratha
Methi-Paratha

ସାମଗ୍ରୀ :
ଅଟା – ୨ କପ୍‌
ମେଥିଶାଗ କଟା- ୧ କପ୍‌
କଞ୍ଚାଲଙ୍କା -୨ଟା
ଟିକେ ଅଦା
ପରିମାଣ ଅନୁସାରେ ଲୁଣ
ଟିକେ ହେଙ୍ଗୁ
ରିଫାଇନ୍‌ ତେଲ

ପ୍ରଣାଳୀ :
ମେଥିଶାଗ, କଞ୍ଚାଲଙ୍କା, ଅଦା ବାଟି ନିଅ | ସେଥି ଅଟା, ଲୁଣ ଓ ହେଙ୍ଗୁ ଦେଇ ଚକଟି ନିଅ । ତାୱା ଗରମ କରି ଏହି ମେଥ୍‌ ପରଟାଗୁଡ଼ିକ ଭାଜି ନିଅ । ଏହି ଅଟାରେ ମେଥି ପୁରିବି କରିପାରିବ |

 

Comments

comments