OdiaWeb- Odia Film, Music, Songs, Videos, SMS, Shayari, Tourism, News

ମୁଢି ଘାଣ୍ଟ

mudhi ghanta

mudhi ghanta

ସାମଗ୍ରୀ:
୫୦୦ ଗ୍ରାମ୍ ମାଛ ମୁଣ୍ଡ
୫ଟା ଆଳୁ
ଅଧ କପ୍ ବାସନା ଅରୁଆ ଚାଉଳ
୬ପାଖୁଡା ରସୁଣ
ଦେଢ ସେ.ମି ଅଦା
୬ଟା ଲାଲ୍ ଲଙ୍କା
୧ଚାମଚ ଜିରା
୧ଚାମଚ ପୋସ୍ତକ
୨ଟା ତେଜପତ୍ର
୨ଖଣ୍ଡ ଡାଲ୍ ଚିନି
୨ଟା ଗୁଜୁରାତି
ଅଧକପ୍ ତେଲ
୧ଟେବୁଲ୍ ଚାମଚ ଘିଅ
ଦରକାର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତି :
ପିଆଜ ,ରସୁଣ,ଅଦା ଚିକ୍‌କଣ କରି ବାଟ |ଲଙ୍କା ,ଜିରା ,ପୋସ୍ତକ ଓ ତେଜପତ୍ର ଅଲାଗା ବାତ |ଡଲଚିନି ଓ ଗୁଜୁରାତି ଚିକ୍‌କଣ କରି ବାଟ |ତେଲରେ ମାଚ ମୁଣ୍ଡ ଭଲଭାବରେ ଭାଜି କାଢିନିଅ |ଆଳୁ ଚୋପା ଛଡାଇ ଛୋତ ଛୋଟ କାଟ |ସେଇ ତେଲରେ ଚାଊଲ ଭାଜ |ଚାଉଳ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ଆଳୁ ଦିଅ |ଆଳୁ ଅଳ୍ପ ଭାଜି ସେଥିରେ ପିଆଜ ମସଲା ଦିଅ |ପିଆଜ ଅଳ୍ପ ଭାଜିଲା ପରେ ସେଥିରେ ଜିରା ମସଲା ଭାଜ |ମସଲାରୁ ଭଲ ବାସନା ଆସିଲେ ତିନି କପ୍ ପାଣି ଦିଅ |ପାଣି ଫୁଟିଗଲେମାହ ମୁଣ୍ଡ ଭଜା ଦେଇ ଢାଙ୍କୁଣୀ ଦେଇ ଦିଅ |ଆଳୁ ସିଝିଯିବ |ଚାଊଳ ସିଝିଯିବ |ଝୋଳ ବହଳିଆ ହୋଇ ଆସିଲେ ଡଲଚିନି ବଟା ଓ ଘିଅ ଦେଇ ତରକାର୍ତୀ ଓହ୍ଲାଇ ଦେବେ |

Comments

comments