OdiaWeb- Odia Film, Music, Songs, Videos, SMS, Shayari, Tourism, News

ମିଶାମିଶି ପକୋଡି

pokodi

pokodi

ସାମଗ୍ରୀ:
ଗୋଟିଏ ଆଳୁ
ଗୋଟିଏ ପିଆଜ
୪ପାଖୁଡା ଫୁଲ କୋବି
୧ ମୁଠା ମଟର ମଞ୍ଜି
ଗୋଟିଏ ଟମାଟୋ
୬ଟି କଞ୍ଚାଲଙ୍କା
ଟିକେ ଅଦା
୧ କପ୍ ବେସନ
ଅଧ ଚାମଚ ବେକିଂ ପାଉଡର
ଅଧ କପ୍ ପାଣି
ଛାଣିବା ପାଇଂ ତେଲ
ଦରକାର ମୁତାବକ ଲୁଣ

ପ୍ରସ୍ତୁତି:
ବେସନ ,ବେକିଂ ପାଉଡର ,ଲୁଣ ଓ ପାଣି ମିଶାଇ ରଖନ୍ତୁ |ଆଳୁ,ପିଆଜ,ଫୁଲକୋବି,ଲଙ୍କା,ଅଦା ଓ ଟମାଟର ଚୂନେଇ କାଟି ଦିଅନ୍ତି |ପରିବା ଧୋଇ ନେଇ ବେସନ ଗୋଳାଇ ମିଶାଇ ନିଅନ୍ତି |ତେଲ ଗରମ କରି ଛୋଟ ଛୋଟ ମିଶାଇ ନିଅନ୍ତି |ତେଲ ଗରମ କରି ଛୋଟ ଛୋଟ ଗୋଲ୍ ଗୋଲ୍ ପକୋଡି ଛାଣନ୍ତୁ |

Comments

comments