OdiaWeb- Odia Film, Music, Songs, Videos, SMS, Shayari, Tourism, News

ମାଛ ବରା:

Machha bara

Machha bara

ସାମଗ୍ରୀ:
୬ଖଣ୍ଡ ବଡ ସାଇଜର ମାଛ ଭଜା
ଦେଢ ସେ.ମି ଅଦା
୫ପାଖୁଡା ରସୁଣ
୧ଛୋଟ ପିଆଜ
୫ଟା କଞ୍ଚାଲଙ୍କା
୨ଟେବୁଲ୍ ଚାମଚ ବେସନ
ଛାଣିବା ପାଇଁ ଦରକାର ମୁତାବକ ତେଲ ଓ ଲୁଣ
ପ୍ରସ୍ତୁତି:
ଭଜା ମାଛରୁ କଣ୍ଟା ଛଡାଇ ନେଇ ପିଆଜ,ଅଦା,ରସୁଣ ଓ କଞ୍ଚାଲଙ୍କା ସହ ଭଲ ଭାବରେ ବାଟି ନିଅ |ସେଥିରେ ବେସନ ଲୁଣ ମିଶାଇ ଭଲ ଭାବରେ ଚକଟି ତେଲ ଗରମ କରି ଛୋଟ ଛୋଟ ସାଇଜର ବରା ଛାଣିବେ |

Comments

comments