OdiaWeb- Odia Film, Music, Songs, Videos, SMS, Shayari, Tourism, News

ମାଂସ ଷ୍ଟୁ

Chicken-Stew

Chicken-Stew

ସାମଗ୍ରୀ:
୫୦୦ଗ୍ରାମ୍ ମାଂସ
୧କପ୍ ଦହି
୨ଟା ପିଆଜ
୩ସେ.ମି ଅଦା
୨ଖଣ୍ଡ ଅଦା
୬ପାଖୁଡା ରସୁଣ
୧ଟା ଚାମଚ ଗୋଲମରିଚ ଗୁଣ୍ଡ
ଡଲଚିନି
୨ଟା ଗୁଜୁରାତି
୨ଟା ତେଜପତ୍ର
୪ଟେବୁଲ୍ ଚାମଚ ତେଲ
ଦରକାର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତ :
ମାଂସ,ଦହି,ଅଦା ବଟା,ଲୁଣ ଦେଇ କମ ନିଆଁରେ ରଖ |ମାଂସ ସିଝିଗଲେ ଓହ୍ଲାଇ ରଖ |କଡାଇରେ ତେଲ ଦେଇ ଭାଜ ,ପିଆଜ ଲାଲ୍ ହେଲେ ତେଜପତ୍ର ଓ ସିଝା ମାଂସ ଦେଇ ଭାଜ |ମାଂସ ପାଣି ମରିଗଲେ ସେଥିରେ ଏକ କପ୍ ପାଣିଦିଅ |ପାଣି ଫୁଟିଲେ ଗୋଲମରିଚ ,ଡାଲଚିନି ଓ ଗୁଜୁରାତି ଗୁଣ୍ଡ ଦେଇ ତରକାରି ଓହ୍ଲାଇ ଦିଅ |

Comments

comments