OdiaWeb- Odia Film, Music, Songs, Videos, SMS, Shayari, Tourism, News

ମସଲା ପୁରି

Masala-puri-chaat
Masala-puri-chaat

ସାମଗ୍ରୀ :
ଅଟା -୨କପ୍
ବେସନ-୧ କପ୍
ଲଙ୍କାଗୁଣ୍ଡ-୧/୨ ଚା ଚାମଚ
ଗରମ ମସଲା ଗୁଣ୍ଡ-୧/୨ ଚା ଚାମଚ
ପରିମାଣ ଲୁଣ
ରିଫାଇନ୍ ତେଲ

ପ୍ରଣାଳୀ :
ଅଟା ,ବେସନ ,ଲଙ୍କାଗୁଣ୍ଡ , ଗରମମସଲା ଗୁଣ୍ଡ ଓ ୧ ଟେବୁଲ ଚାମଚ ରିଫାଇନ୍ ତେଲ ଭଲ ଭାବରେ ମିଶାଇ ପାଣି ଦେଇ ଦଳି ଦିଅ | ଏହାକୁ ପୁରି ବେଲିବ | ଅଳ୍ପ କଡ-କଡ ଛାଣିବ | ଏହା ବିନା ତରକାରିରେ ବି ଖାଇପାରିବେ | ଇଚ୍ଛା ହେଲେ ଧନିଆପତ୍ର
ଚୂନାଚୂନା କାଟି ଅଟାରେ ଦଳିପାରିବ |

Comments

comments