
ସାମଗ୍ରୀ :
ବିରି – ୧କପ୍
ଚାଉଳଗୁଣ୍ଡ – ୧/୨ କପ୍
ଲୁଣ – ଆବଶ୍ୟକମୁତାବକ
ସୋଢ଼ା – ଏକ ଚିମୁଟା
ଲଙ୍କାଗୁଣ୍ଡ – ୧/ ୨ ଚାମଚ
ପ୍ରଣାଳୀ :
ବିରିକୁ ବତୁରାଇ ଭଲକରି ବାଟନ୍ତୁ । ସେଥିରେ ସୋଢ଼ା, ହେଙ୍ଗୁ, ଲଙାଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ଦେଇ ଭଲକରି ଚକଟନ୍ତୁ । ଚକଟା ଟାଣ ହେବା ଦରକାର । (ଅଟାଦଳା ଠାରୁ ଟିକେ ଟାଣ) ଏଥର ଛୋଟ ଛୋଟ ଗୁଳା କରି ବେଲନ୍ତୁ ଏବଂ ଖରାରେ ଶୁଖାଇ ଡବାରେ ରଖନ୍ତୁ ।
Comments
comments