OdiaWeb- Odia Film, Music, Songs, Videos, SMS, Shayari, Tourism, News

ବିରି, ଚାଉଳ ମିଠା ପୋଡ଼ପିଠା

Biri chaula mitha podapitha

Biri chaula mitha podapitha

ସାମଗ୍ରୀ:
(୫୦୦ ଗ୍ରାମ ବିରି,
୫୦୦ ଗ୍ରାମ ଅରୁଆ ଚାଉଳ,
୨ କପ୍‌ ଚିନି,
୧ଟାନଡ଼ିଆ
୧୨ଟା କିସ୍‌ମିସ୍‌
୪ଟା ଗୁଜୁରାତି, ଅଧକପ୍‌ ଘିଅ ,ପରିମାଣ ମୁତାବକ ଲୁଣ ।)

ପ୍ରସ୍ତୁତି : ବିରି ଓ ଚାଉଳ ଅଲଗା ଅଲଗା ଭିଜାଇ ନେଇ ବାଟ, ବଟା ଯେପରି ବେଶି ପତଳା ନ ହୁଏ । ବାଟିଲା ଏକ ଘଣ୍ଟା ରଖି ଦେବେ । ନଡ଼ିଆ ଫାଳେ କୋରି ଦେବେ ଓ ଅନ୍ୟ ଫାଳକ ଛୋଟ ଚୋଟ ଖଣ୍ଡ ଖଣ୍ଡ କାଟିବେ ବିରି ଚାଉଳ ବଟାରେ ଲୁଣ, ଚିନି ନଡ଼ିଆ କୋରା ଓ କଟା ନଡିଆ ଖଣ୍ଡ, କିସ୍‌ମିସ୍‌, ଗୁଜୁରାତି ଗୁଣ୍ଡ ଓ ଘିଅ ନେଇ ଭଲ ଭାବରେ ମିଶାଇ ଦେବେ । ଓଭନରେ କଦଳୀ ପତ୍ର ରଖି
ଏହାକୁ ବେକ୍‌ କରିଦେବେ |

Comments

comments