
ସାମଗ୍ରୀ :
ବଡ ବାଇଗଣ – ୨ଟା
ଆଳୁ – ୨ଟା
ଟମାଟୋ – ୨ଟା
ଧନିଆ ଗୁଣ୍ଡ – ୧ ଟେବୁଲ୍ ଚାମଚ଼
ଜିରା ଗୁଣ୍ଡ – ୧ ଚା ଚାମଚ଼
ଲଙ୍କା ଗୁଣ୍ଡ – ୧/୨ ଚା ଚାମଚ଼
ପୋସ୍ତ – ୧ ଟେବୁଲ୍ ଚାମଚ଼
ନଡିଆ କୋରା- ୨ ଟେବୁଲ୍ ଚାମଚ଼୍
ଗରମମସଲା – ୧ ଚା ଚାମଚ଼
ପରିମାଣ ଲୁଣ, ହଳଦୀ
ରିଫାଇନ୍ ତେଲ
ଧନିଆପତ୍ର
ପ୍ରଣାଳୀ :
ବାଇଗଣ ବଢ଼ ବଢ଼ ଖଣ୍ଡ କରି କାଟ | ଆଳୁ ବି ବାଡ ବଡ଼ ଖଣ୍ଡ କରି କାଟ । କରେଇରେ ବେଶୀ ତେଲ ଗରମ କରି ଆଳୁ ଓ ବାଇଗଣକୁ ଅଲଗା କରି ଛାଣି ରଖ । ପୋସ୍ତ ଓ ନଡିଆ କୋରା ବାଟି ରଖ | ଅନ୍ଯ କରେଇରେ ୨ ଟେବୁଲ୍ ଚାମଚ଼ ତେଲ ଦେଇ ଟମାଟୋ କଟା, ବଟା ମସଲା, ଗୁଣ୍ଡ ମସଲା, ଲୁଣ ଓ ହଳଦୀ ଦେଇ ଅଳ୍ପ କିଛି ନେଇ ଆଳୁ ପକାଅ । ମିଶାମିଶି କରି ପାଣି ଦିଅ | ଯେତେ ଝୋଳ, ରଖିବ ଭାଜି ପାଣି ଦେବ | ଆଳୁ ସିଝିଗଲେ ଛଣା ବାଇଗଣ ଓ ଧନିଆପତ୍ର ପକାଇ ତରକାରି ଓହ୍ଲାଇ ଦେବ ।
Comments
comments