
ସାମଗ୍ରୀ :
ଫୁଲକୋନି – ୧ଟା
କାଗେଜିଲେମ୍ବୁ ଫାଳେ
ନଡ଼ିଆ କୋରା – ୧/୨ କପ୍
ଧନିଆଗୁଣ୍ଡ – ୧ ଟେବୁଲ୍ ଚାମଚ଼
ଲଙ୍କାଗୁଣ୍ଡ – ୧ ଚା ଚାମଚ
ହେଙ୍ଗୁ ଟିପେ
ସୋରିଷ ଚିପେ
ଜିରାଗୁଣ୍ଡ – ୧ଚା ଚାମଚ
ଭୃସଙ୍ଗପତ୍ର
ରିଫାଇନ୍ ତେଲ
ଲୁଣ ସ୍ବାଦାନୁସାରେ
ହଳଦୀ
ପ୍ରଣାଳୀ :
କୋବି ଲମ୍ବା ଲମ୍ବା ପତଳା ପତଳା କାଟ । ଜରେଇରେ ତେଲ ଦେଇ ସୋରିଷ ଫୁଟାଅ । ଭୃସଙ୍ଗପତ୍ର ଦିଅ, କୋବି ଖଣଡ ଦିଅ । ଲୁଣ, ହଳଦୀ ଦେଇ ଭଳା ଭଳା କର । ଏହା ସିଝି ଆସିଲେ ଓ ବାଦାମୀରଙ୍ଗ ହେଲେ ସେଥିରେ ଧନିଆଗୁଣ୍ଡ, ଜିରାଗୁଣ୍ଡ, ଲଙ୍କାଗୁଣ୍ଡ ଓ ହେଙ୍ଗୁ ନଡ଼ିଆ କୋରା ପକାଇ ଓଲଟ ପାଲଟ କରୁଥିବ |ଦୁଇ ମିନିଟ୍ ପରେ ଲେମୁରସ ଦେଇ ମିଶାମିଶି କରି ଓହ୍ଲାଇ ଦିଅ |
Comments
comments