OdiaWeb- Odia Film, Music, Songs, Videos, SMS, Shayari, Tourism, News

ଫୁଲକୋବି ପରଟା

phulakobi paratha
phulakobi paratha

ସାମଗ୍ରୀ :
ଅଟା- ୨ କପ୍
ଫୁଲକୋବି କୋର – ୧ କପ୍
କଞ୍ଚାଲଙ୍କା- ୨ ଟା
ଧନିଆପତ୍ର କିଛି
ପରିମାଣ ଅନୁସାରେ ଲୁଣ
ଇଫାଇ ତେଲ ଦୁଇ ଟେବୁଲ୍ ଚାମଚ

ପ୍ରଣାଳୀ :
ଅଟାକୁ ଲୁଣ ଓ ପାଣି ଦେଇ ଚକଟି ରଖ । ଫୁଲକୋବିକୁ ଗୋଟା ଧୋଇ ନେଇ ଲାଉ କୋରାରେ ଧରି ଧରି ନିଅ । ଫୁଲକୋବି କୋରାରେ କଞ୍ଚାଲଙ୍କା ,ଧନିଆପତ୍ର ଚୂନାଚୂନା କଟି ପକାଅ । ଅଳ୍ପ ଲୁଣ ମିଶାଇ ପାଞ୍ଚଭାଗ କରି ରଖ ।ଅଟା ଗୁଳାକୁ ବି ପାଞ୍ଚ ଭାଗ କର ।ଅଟାଗୁଳା ଭିତରେ ଫୁଲକୋବି କୋରା ପୂରାଇ ବନ୍ଦ କରି ଆସ୍ତେ ବେଲି ନେଇ ପରଟା ଭାଜିବ । ଏହା ଟିକେ ଟିକେ ଭାଙ୍ଗି ଯାଇପାରେ । ପରଟା ଦୁଇପାଖ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଅଳ୍ପ ଅଳ୍ପ ତେଲ ଦେଇ ଭାଜିବ ।

Comments

comments