OdiaWeb- Odia Film, Music, Songs, Videos, SMS, Shayari, Tourism, News

ଫୁଲକୋବି ଚିଲି ଭଜା

Phula kobi chili bhaja
Phula kobi chili bhaja

ସାମଗ୍ରୀ:
ଫ୍ରେସ୍ ଫୁଲକୋବି -୧/୨ କିଲୋ (ବଡ ସାଇଜ୍‌ରେ କଟା)
କର୍ଣ୍ଣଫ୍ଲୋର୍-୪ ବଡ ଚାମଚ
ଲୁଣ -ସ୍ୱାଦାନୁସାରେ
ତେଲ -ଛାଣିବାକୁ
ଚିଲି ସସ୍-୨ ଚାମଚ
ଟମାଟୋ ସସ୍-୧ ଚାମଚ
ଆଜିନୋ ମୋଟୋ-୧ ଚୁଟ୍‌କୀ
ଲାଲ୍ ଲଙ୍କାଗୁଣ୍ଡ-୧ ଚାମଚ

ପ୍ରଣାଳୀ :
କୋବିକୁ ଘୋଇ ସଫା କରି ୧୦ ମିନିଟ୍ ଲୁଣପାଣିରେ ସିଝାଇ କାଢି ରଖନ୍ତୁ | ବାକିସବୁକୁ ମିଶାଇ ଆବଶ୍ୟକ ପାଣି ଦେଇ ଆଣ (ପତଳାରୁ ମଧ୍ୟମ) ପ୍ରସ୍ତୁତ କରନ୍ତୁ | କରେଇରେ ତେଲ ଗରମ କରି ଆଞ୍ଚକୁ କମାନ୍ତୁ | କୋବିକୁ ଏହି ମିଶ୍ରଣରେ ଗୋଳାଇ ମଧ୍ୟମ ଆଞ୍ଚରେ ଲଲ୍ କରି ଭାଜନ୍ତୁ | ଉପରୁ ବିଟ୍ ଲୁଣ ପଲାଇ ପରଶନ୍ତୁ |

Comments

comments