
ସାମଗ୍ରୀ:
ଫୁଲଜୋବି-୧ ଟା
ଆଳୁ-୨ ଟା
କଞ୍ଚାଲଙ୍କା-୬ ଟା
ଫୁଟଣ-୧ଚା ଚାମଚ
ସୋରିଷ ତେଲ-୧ ଟେବୁଲ୍-ଚାମଚ
ପରିମାଣ ଲୁଣ
ହଳଦୀ-୨ ଚାମଚ
ପ୍ରଣାଳୀ:
ଫୁଲକୋବି ଓ ଆଳୁ ଛୋଟ ଛୋଟ । କଞ୍ଚାଲଙ୍କା ଚିରି ରଖ । କରେଇରେ ତେଲ ଗରମ କରି ଫୁଟଣ ଫୁଟାଅ । ଫୁଟଣ ଫୁଟିଲେ ଆଳୁ , କୋବି କଟା, ଲଙ୍କା ଚିରା, ଲୁଣ ହଳଦୀ ଓ ୨ କପ୍ ପାଣି ଦିଅ । ଢାଙ୍କୁଣୀ ଦେଇଦିଅ । ଆଳୁ କୋବି ସିଝିଯିବ ଓ ଲାଗି ଲାଗି ଝୋଳ ଥିବ । ତରକାରି ଓହ୍ଲାଇଦେବ ।
Comments
comments