
ସାମଗ୍ରୀ :
ପୋଟଳ -୨୫୦
ଦୁଧ -୧ କପ୍
ଜିରାଗୁଣ୍ଡ – ୧ ଚା ଚାମଚ଼
ଧନିଆଗୁଣ୍ଡ – ୧ ଚା ଚାମଚବୁ
ଲଙ୍କାଗୁଣ୍ଡ – ୧/ ୨ ଚା ଚାମଚ଼
ପରିମାଣ ଲୁଣ, ହଳଦୀ
ରିଫାଇନ୍ ତେଲ – ୨ ଟେବୁଲ୍ ଚାମଚ
ଫୁଟଣ -୧/ ୨ ଚା ଚାମଚ
ପ୍ରଣାଳୀ :
ପୋଟଳ ଅଳ୍ପ କୋରି ନେଇ ଚାରି ଖଣ୍ଡ କରି ଲମ୍ବା ଭାବରେ କାଟିବ । କରେଇରେ୍ ତେଲ ଗରମ କରି ଫୁଟଣ ଫୁଟାଇ ପୋଟଳ ପକାଇବ । ସେଥିରେ ଲୁଣ, ହଳଦୀ ପକାଇ ମିଶାମିଶି କରି ଦୁଧ ଢାଳି ଦେଇ କମ୍ ନିଆଁରେ ରଖିବ । ପୋଟଳ ସିଝିଗଲେ ସେଥିରେ ଜିରା୍ ଗୁଣ୍ଡ, ଧନିଆ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ଦେଇ ଭଜା ଭଜା କରି ଓହ୍ଲାଇବ ।
Comments
comments