OdiaWeb- Odia Film, Music, Songs, Videos, SMS, Shayari, Tourism, News

ପୋଟଳ ଦମ୍

Potala dum
Potala dum

ସାମଗ୍ରୀ :
ପୋଟଳ-୨୫୦ ଗ୍ରାମ୍
ଧନିଆଗୁଣ୍ଡ-୧ ଟେବୁଲ୍-ଚାମଚ
ଜିରାଗୁଣ୍ଡ-୧ ଟେବୁଲ୍-ଚାମଚ
ଗରମମସଲା ଗୁଣ୍ଡ-୧ ଚା ଚାମଚ
ଲଙ୍କା ଗୁଣ୍ଡ-୧ ଚା ଚାମଚ
ପରିମାଣ ଲୁଣ ଓ ହଳଦୀ
ଅଦା ବଟା-୧ ଟେବୁଲ୍-ଚାମଚ
ଟମାଟୋ- ୨ ଟା
ଛାଣିବା ପାଇଁ ରିଫାଇନ୍ ତେଲ

ପ୍ରଣାଳୀ:
ପୋଟଳର ଅଳ୍ପ ଚୋପା ଛଡାଇ ଗୋଟା ରଖିବ । ଟମାଟୋକୁ ଛୋଟ ଛୋଟ କାଟି ନେବେ । କରେଇରେ ତେଲ ଗରମ କରି ପୋଟଳଗୁଡିକ ଛାଣିରଖ ।ଅନ୍ୟ କରେଇରେ ଟମାଟୋ କଟା ପକାଅ । ଲୁଣ , ହଳଦୀ ,ଧନିଆ ,ଜିରାଗୁଣ୍ଡ, ଅଦାବଟା ପକାଇ ଭଜା ଭଜା କର । ସେଥିରେ ଛଣାପୋଟଳ ଓ ଗରମମସଲା ପକାଇ ଟିକେ ଭାଜି ନେଇ ୧ କପ୍ ପାଣି ଦେଇ ମିଶାମିଶି କରିଦିଅ । ପାଣି ଶୁଖି ଆସିଲେ ପୋଟଳ ଦମ୍ ଓହ୍ଲାଇ ଦେବେ ।

Comments

comments