OdiaWeb- Odia Film, Music, Songs, Videos, SMS, Shayari, Tourism, News

ପୋଟଳର ସାଦା ତରକାରୀ

potal sadha tarakari
potal sadha tarakari

ସାମଗ୍ରୀ:
କଷି ଲମ୍ବା ପୋଟଳ-୧୫-୨୦ଟି
ରିଫାଇ ତେଲ-୨ ଟେବୁଲ୍-ଚାମଚ
ନଡିଆ କୋରା-୧/୨ କପ୍
ଗୋଟା ଗରମ ମସଲା-୨୦ ଗ୍ରାମ୍ (ଗୋଲମରିଚ , ଗୁଜୁରାତି ,ଲବଙ୍ଗ ,ଡାଲ୍‌ଚିନି,ଜାଇତ୍ରୀ,ଜାଇଫଳ,ଅଳେଇଚ)
କଞ୍ଚାଲଙ୍କା-୨ଟି
ଧନିଆ-୧ ଚାମଚ
ଜିରା-୧/୨ ଚାମଚ
ତେଜପତ୍ର-୨ ଟି
ପୋସ୍ତ-୧ ଚାମଚ
ହଳଦି-୧/୨ ଚାମଚ
ଲୁଣ-ସ୍ୱାଦାନୁସାରେ
ଚିନି-୧/୨ ଚାମଚ

ପ୍ରଣାଳୀ:
ପୋଟଳ ଉପରକୁ ଅଳ୍ପ ଚାଞ୍ଛି କୋଣିଆ କରି ଦୁଇଫାଳ କରି ଭାଜି ରଖନ୍ତୁ (୫ ମିନିଟ୍) | ହଳଦି ,ଲୁଣ ଓ ଚିନି ଛାଡି ବାକି ସବୁ ମସଲାକୁ ଭଲକରି ବାଟିଦିଅନ୍ତୁ | ଆଉ ଟିକେ ତେଲ କରେଇରେ ପକାଇ ଚିନି ,ହଳଦି ପକାନ୍ତୁ | ଚିନି ମିଶିଗଲେ ତୁରନ୍ତ ମସଲା ପକାଇ ୫-୭ ମିନିଟ୍ କଷନ୍ତୁ | ହୋଇଗଲେ ପୋଟଳ, ଲୁଣ ଆଉ ଅଳ୍ପ ପାଣି ଦେଇ ଘୋଡାଇ ପାଣି ମରିବାଯାଏଁ ରାନ୍ଧୁନ୍ତୁ | ହୋଇଗଲେ ଗଲମାଗରମ ସର୍ଭ କରନ୍ତୁ |

Comments

comments