OdiaWeb- Odia Film, Music, Songs, Videos, SMS, Shayari, Tourism, News

ପାଳଙ୍ଗ ଶାଗ ଚପ୍

Palanga Saga Chop

Palanga Saga Chop

ସାମଗ୍ରୀ:ପାଳଙ୍ଗ ଶାଗର ପତ୍ର,ବେସନ ,ପାନି,ସୋରିଷ ତେଲ,ଜିରା,ଲଙ୍କା ମରିଚ ଓ ଲୁଣ |

ପ୍ରସ୍ତୁତି:

ବେସନରେ ପାଣି ଦେଇ ଲଙ୍କା ,ଜିରା,ଗୋଲମରିଚ,ଲୁଣ ମିଶାଇ ମଧ୍ୟମ ଆକାରରେ କଟାଯାଇଥିବା ପାଳଙ୍ଗ ଶାଙ୍ଗ ପତ୍ର ବୁଡାଇ ଛାଣନ୍ତୁ |ଗରମ ଗରମ ଖାଇଲେ ଭଲ ଲାଗିବ |ସାମାନ୍ୟ ଖାଇବା ସୋଢା ମିଶାଇଲେ ଚଳିବ |

Comments

comments