
ସାମଗ୍ରୀ :
ଅଟା-୧/୨ କପ୍
ବେକିଙ୍ଗ ପାଉଡର-୧/୨ ଚାମଚ
ଗୋଲମରିଚ ପାଉଡର-୩ ବଡ ଚାମଚ
ଗୋଲମରିଚ ଗୁଣ୍ଡ-୧/୨ ଚାମଚ
ଲୁଣ-ସ୍ୱାଦାନୁସାରେ
ରିଫାଇନ୍-୧ ଚାମଚ
ସିଝା ଆଳୁ କ୍ୟୁବ୍ ସାଇଜର କଟା-୧ କପ୍
କଟାପିଆଜ-୧/୨ କପ୍
ଗଜାମୁଗ-୨ ବଡ ଚାମଚ
ଡାଳିମ୍ବ ମଞ୍ଜି -୨ ବଡ ଚାମଚ
ଦହି- ୧/୨ କପ୍
ଚାଟ୍ ମସଲା-୩ ଚାମଚ
ଧନିଆ ଚଟଣି -୧ ଚାମଚ
ଲଙ୍କାଗୁଣ୍ଡ ଓ ଲୁଣ -ସ୍ୱାଦାନୁସାରେ
ପ୍ରଳାଣୀ :
ଅଟାରେ ବେକିଙ୍ଗ୍ ପାଉଡର, ଦହି ଓ ଗୋଲମରିଚ ଗୁଣ୍ଡ ଓ ଲୁଣ ଦେଇ କଡା କରି ଦଳନ୍ତୁ ୧୦ଟି ଗୁଳା କରି ବେଲନ୍ତୁ | ପତଳା କରି ବେଲି ମଝିରୁ ଫୋଡି ପୋଡି ଦିଅନ୍ତୁ | ଦୁଇ ପଟରେ ରିଫାଇନ୍ ଲଗାଇ ୨୦୦ ରେ ଓଭାନ୍ ରେ ୮-୧୦ ମିନିଟ୍ ସେକନ୍ତୁ |ଗୋଟିଏ ପ୍ଲେଟ୍ରେ ସଜାଇ ରଖି ତା ଉପରେ ଉପରୋକ୍ତ ସାମଗ୍ରୀ ସଜାଇ ରଖି ପରଶନ୍ତୁ |
Comments
comments