OdiaWeb- Odia Film, Music, Songs, Videos, SMS, Shayari, Tourism, News

ନଡ଼ିଆ ସନ୍ଦେଶ

Nadia Sandesh

Nadia Sandesh

( ୨କପ୍‌ ନଡ଼ିଆ କୋରା, ୨ କପ୍‌ ଖୁଆ, ଦେଢ଼ କପ୍‌ ଚିନି, ୪ଟା ଗୁଜୁରାତି !)
ପ୍ରସ୍ତୁତି : ଖୁଆ ପୁରା ଶୁଖିଲା ହେବ । ନଡ଼ିଆ କୋରା ଓ ଚିନି ମିଶାଇଁ
ନେଉ ଭାଜିବେ । ଏହା ଶୁଖି ଶୁଖି ଆସିବେଳକୁ ଖୁଆ ଚୁରା ଚୁରା କରି ସେଥ୍‌ରେ
ଦେବେ । ଗୁଜୁରାତି ଗୁଣ୍ଡ ଦେବେ । କମ୍‌ ନିଆଁରେ ଭଲ ଭାବରେ ଏହାକୁ ମିଶାଇ
ମିଶାଇ ଭାଜିବେ । ପୁରା ଅଠା ଅଠା ହେଲେ ଏହାକୁ ଓହ୍ଲାଇ ନେବେ । ଥଣ୍ଡା ହେଲେ
ସନ୍ଦେଶ ଛାଞ୍ଚରେ ନେଇ ଚାପି ଚାପି ସନ୍ଦେଶ ବନାଇ ରଖିବେ ।

Comments

comments