ସାମଗ୍ରୀ:(୨କପ୍ ମଇଦା, ୧ କପ୍ ନଢ଼ିଆ କୋରା, ୧ କପ୍ ଚିନି, ୪ଟିପ ଖାଇବା
ସୋଢ଼ା, ଚାଣିବାପାଇଁ ରିଫାଇନ ତେଲ |)
ପ୍ରସ୍ତୁତି : ମଇଦା, ନଡ଼ିଆ କୋରା,ଚିନି ଓ ଖାଇବା ସୋଡ଼ାକୁ ମିଶାଇ ନେଇ ଭଲ ଭାବରେ ଦଳିବେ । ଏଥିରେ ପାଣି ମିଶାଇବେନି | ଭଲ ଭାବରେ ମିଶିଗଲେ ଯେ କୌଣସି ତିଜାଇନର ଆରିସା ପିଠା ଗଢ଼ିନେବେ । ତେଲ ଗରମ କରି କମ୍ ନିଆରେ ଏଗୁଡ଼ିକ ଛାଣିବେ । ଏହା ଏକ ମାସ ପର୍ଯ୍ୟନ୍ତ ରହିବ ।
Comments
comments