OdiaWeb- Odia Film, Music, Songs, Videos, SMS, Shayari, Tourism, News

ଟମାଟୋ ଭାତ

Tomato Rice
Tomato Rice

ସାମଗ୍ରୀ :
ଅରୁଆଚାଉଳ- ୨ କପ୍
ଟମାଟୋ-୪ଟା
ଅଦା- ଅଧ ଇଞ୍ଚ
କଞ୍ଚାଲଙ୍କା -୪ ଟା
ଜିରା- ୧ଚା ଚାମଚ
ଭୁସଙ୍ଗପତ୍ର – ଚାରି ପାଖୁଡା
ବୁଟଡାଲି – ୧ଟେବୁଲ୍ ଚାମଚ
କାଜୁ- ୮/୧୦ ଟା
ରିଫାଇନ୍ ତେଲ -୨ ଟେବୁଲ୍ ଚାମଚ
ଲୁଣ -ସ୍ୱାଦାନୁସାରେ

ପ୍ରଣାଳୀ :
ଟମାଟୋ ସିଝାଇ ନେଇ ମିକ୍‌ସିରେ ଚଲାଇ ରସ ଛାଣିନିଅ । ରସରେ ଲୁଣ ଦେଇ ଫୁଟାଇ ଏକ କପ୍ ଭଲି କର । ଭାତ ରାନ୍ଧି ନେଇ ରଖ । ଭୃସଙ୍ଗପତ୍ର ଭାତ ଭିତର ମାଡି କରେଇରେ ତେଲ ଦେଇ କାଜୁ ,ବୁଟଡାଲି ଭାଜି ।ସେଥିରେ ଜିର ଫୁଟାଇ ଅଦା , କଞ୍ଚାଲଙ୍କା କରେଇରେ ତେଲ ଦେଇ କାଜୁ , ବୁଟଡାଲି ଭାଜ । ସେଥିରେ ଜିରା ଫୁଟାଇ ଅଦା ,କଞ୍ଚାଲଙ୍କା କଟା ଓ ଭାତ ପକାଅ । ଟମାଟୋ ରସ ଓ ଲୁଣ ଦେଇ ଭଲଭାବରେ ମିଶାମିଶି କରି ଖାଇବାକୁ ଦିଅ ।

Comments

comments