
ସାମଗ୍ରୀ :
ଅରୁଆ ଚାଉଳ – ୨ କପ୍
ବଡ଼ ନଡ଼ିଆ -୧ଟା –
ଚିନି – ୧ କପ୍
ଦୁଧ – ୧ କିଲୋ
ଗୁଜୁରାତି -୪ଟା
ପ୍ରଣାଳୀ:
ଅରୁଆଚାଉଳ ଧୋଇ ନେଇ ଭିଜାଇ ଦେବ । ଚାଉଳ ଛାଣି ନେଇ ଫାଳେ ନଡିଆ କୋରା ସାଙ୍ଗରେ ବାଟି ନିଅ । ଅନ୍ୟ ଫାଳେ ନଡ଼ିଆକୁ କୋରି ନେଇ ସେଥ୍ରେ ୧/୨ କପ୍ ଚିନି ଦେଇ ଭାଜି ନେଇ ସେଥ୍ରେ ଗୁଜରାତି ଗୁଣ୍ଡ ମିଶାଇ ପୁର ପାଇଁ ରଖ ।
Comments
comments