OdiaWeb- Odia Film, Music, Songs, Videos, SMS, Shayari, Tourism, News

ଛୋଟ ଚିଙ୍ଗୁଡି ଚପ୍

New Odia Nonveg chhota chingudi chop

New Odia Nonveg chhota chingudi chop

ସାମଗ୍ରୀ:
ଅଧ କିଲୋ ଛୋଟ ଟିଙ୍ଗୁଡ଼ି, ୧ କପ୍‌ ନଡ଼ିଆ କୋରା, ୮ଟା କଞ୍ଚାଲଙ୍କା,
ଅଧା କାଗଜି ଲେମ୍ବୁ, କିଛି ଧନିଆ ପତ୍ର, ଅଧ କିଲୋ ଆଳୁ, ୧ କପ୍‌ ଚାଉଳ
ଚୁନା, ପରିମାଣ, ମୁତାବକ ଲୁଣ, ଛାଣିବା ପାଇଁ ତେଲ |)

ପ୍ରସ୍ତୁତି : ଛୋଟ ଚିଙ୍ଗୁଡ଼ି ଚୋପା ସହ ସିଝାଇ ନେବେ । ସିଝିଗଲେ ଚୋପା
ଛଡ଼ାଇ ଖଦଡ଼ିଆ ଭାବରେ ବାଟି ନେବେ । କଞ୍ଚାଲଙ୍କା ଓ ଧନିଆ ପତ୍ର ଚୁନାଚୁନା
କାଟି ନେବେ । ଧନିଆ ପ୍ରତ ନ ଥିଲେ ପୋଦିନା ପତ୍ର କାଟି ନେବେ । ଚିଙ୍ଗୁଡ଼ିର
ବଟା, ଲଙ୍କା, ଧନିଆ ପତ୍ର କଟା ଲେମ୍ମୁରସ, ନଡ଼ିଆ କୋରା ଓ ଲୁଣ ଭଲ ଭାବରେ
ମିଶାର ନେଇ ୨୦ ଭାଗ କରିଦଅ । ଆଳୁ ସିଝାଇ ଚୋପା ଛଡାଇ ଗରମ ଗରମ
ଚକଟି ଦିଅ । ସେଥିରେ ଚାଉଳ ଚୁନା ଓ ଲୁଣ ମିଶାଇ ଦେଇ ୨୦ଭାଗ କରିଦିଅ ।
ଗୋଟିଏ ଗୋଟିଏ ଭାଗ ଆଳୁକୁ ମଣ୍ଡା ପିଠାର ଖୋଳପରି ତିଆରି କରି

ସେଥିରେ ଚିଙ୍ଗୁଡିପୁର ଗୋଟିଏ ଗୋଟିଏ ଭାଗ ଦେଇ ଚପ କରି ଗଢି ନିଅ |
ତେଲ ଗରମ କରି ୨ଟି ଲେଖା ଚପ୍ ଛାଣିଦିଅ |

Comments

comments