OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚୁଡା ସନ୍ତୁଳା

Chudasantula

Chudasantula

Chudasantula
Chudasantula

ସାମଗ୍ରୀ :
ମୋଟା ଚୁଡା-୨ କପ୍
ଆଳୁ-ବଡ ଗୋଟାଏ
ଜିରା- ଏକ ଚାମଚ
କଞ୍ଚାଲଙ୍କା-୨ଟା
ଅଦା-ଖଣ୍ତେ
ଫୁଲକୋବି-ଦି ପାଖୁଡା
ଗାଜାର-ଗୋଟାଏ
ମଟର ମଞ୍ଜି -ମୁଠାଏ
ରିଫାଇନ୍ ତେଲ-ଏକ ଟେବୁଲ ଚାମଚ

ପ୍ରାଣାଳୀ :
ଆଳୁ ଫୁଲକୋବି ଓ ଗାଜର ଛୋଟ ଛୋଟ କାଟ | କଞ୍ଚାଲଙ୍କା ଓ ଅଦା ବି ଚୂନା ଚୂନା କାଟ | ଚୁଡା ଧୋଇ ରଖ | କରେଇରେ ତେଲ ଗରମ କରି ଜିରା ଫୁଟାଅ | ସେଥିରେ ପରିବା କଟା ଲୁଣ ଓ ହଳଦୀ ପକାଇ ଭାଜ | କମ୍ ନିଆଁରେ ପରିବାକୁ ଢାଙ୍କିଦିଅ | ପରିବା ସିଝିଗଲେ ସେଥିରେ ଧୁଆବୁଡା ପକାଇ ଭଲ ଭାବରେ ମିଶାମିଶି କରି ଓହ୍ଲାଇ ଦିଅ |

Comments

comments