OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚୁଡାଭଜା

Chudabhaja
Chudabhaja

ସାମଗ୍ରୀ:
ପତଳା ଚ୍ଚୁଡା-ଦୁଇ କପ୍
ଚୋପାଛଡା ଭଜାବାଦାମ୍-ମୁଠାଏ
ଭଜା ଚଣାଡାଲି- ମୁଠାଏ
ଜିରା-ଏକ ଚା ଚାମଚ
ଅଦା-ଏକ ଇଞ୍ଚ
କଞ୍ଚାଲଙ୍କା-୬ ଟା
ଭୃସଂଗ ପତ୍ର ଚାରି ଡେମ୍ଫ
ରିଫାଇନ୍ ତେଲ ଦୁଇ ଟେବୁଲ ଚାମଚ
କାଗେଜିଲେମ୍ବୁ ଫାଳେ
ପରିମାଣ ଅନୁସାରେ ଲୁଣ ଓ ହଳଦୀ

ପ୍ରଣାଳୀ:
ଚୁଡାକୁ ଖରାରେ ଶୁଖାଇ ରଖ । ଶୁଖିଲା କରେଇରେ ବି ଭାଜିନେବ ଭଲଭାବରେ । ଚୁଡା କାଢି ରଖିବ । ସେଇ କରେଇରେ ଜିରା ଫୁଟାଇବ । ଅଦା ,କଞ୍ଚାଲଙ୍କା ଛୋଟ ଛୋଟ ମୁଡ୍‌ମୁଡ୍ ହେବା ପର୍ଯ୍ୟନ୍ତ ଭାଜି ନେଇ ସେଥିରେ ଚୁଡା ,ବାଦାମଭଜା ଓ ଡାଲିବୁଟ ପକାଇ ମିଶାମିଶି କରି ଭାଜି ଭାଜି ଓହ୍ଲାଇବ । ଥଣ୍ଡା ହେଲା ପରେ ଡବାରେ ରଖି ବହୁତ ଦିନ ପର୍ଯ୍ୟନ୍ତ ଖାଇପାରିବ ।

Comments

comments