OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚିଙ୍ଗୁଡି ପାଳଙ୍ଗ ଶାଗ ତରକାରୀ

chingudi palanga saga

chingudi palanga saga

ସାମଗ୍ରୀ:
୨୫୦ଗ୍ରାମ୍ ଛିଙ୍ଗୁଡି
୫୦୦ ଗ୍ରାମ୍ ପାଳଙ୍ଗ ଶାଗ
୧ଟେବୁଲ୍ ଚାମଚ ସୋରିଷ ତେଲ
କିଛି ଧନିଆ ପତ୍ର
ଦରକାର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତ:

ପାଳଙ୍ଗ ଶାଗ ଲମ୍ବା ଲମ୍ବା କାଟି ରଖ |ସୋରିଷଲଙ୍କା,ଜିରା ପୋସ୍ତକ ଚିକ୍‌କଣ କରିବାଟି ରଖ କଡାଇରେ ତେଲ ଗରମ କରି ଚିଙ୍ଗୁଡିକୁ ଲାଲ୍କରି ଭାଜ|ଚିଙ୍ଗୁଡି ଭଜାହେଲେ ସେଥିରେ ପାଳଙ୍ଗ ଶଗ କଟା,ଲୁଣ .ହଳଦୀ ବଟା ଦେଇ ଢାଙ୍କୁଣୀ ଦେଇଦିଅ |ପାଞ୍ଚମିନିଟ୍ ପରେ ଧନିଆ ପତ୍ର ଦେଇ ତରକାରୀ ଓହ୍ଲାଇ ଦିଅ |

Comments

comments