OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚିକେନ୍ ରୋଲ ପାଇଁ

chicken-roll-
chicken-roll-

ସାମଗ୍ରୀ :
ଚିକେନ୍ କିମା – ୧ କପ୍
ମାଂସ ତରକାରି ମସଲା-୧ ଚାମଚ
ବଡ ପିଆଜ- ୧ ଟି (କଟା)
ଧନିଆ ପତ୍ର – ଅଳ୍ପ (କଟା)
ଅଦା, ରସୁଣ ,ପିଆଜ ବଟା- ୧ ଛୋଟ ଚାମଚ
ଗରମ ମସଲା ଗୁଣ୍ଡ – ୧/୨ ଚାମଚ
ହଲଦି ,ଲୁଣ- ସ୍ୱାଦାନୁସାରେ
ତେଲ- ୨ ଛୋଟ ଚାମଚ

ପ୍ରଣାଳୀ :31
କରେଇରେ ତେଲ ଗରମ କରି ବଟା ମସଲା ଦେଇ କଷନ୍ତୁ | କଟା ଲଙ୍କା ,ପିଆଜ ,ହଳଦି , ଲୁଣ ,ମସଲା ଗୁଣ୍ଡ ଦେଇ କଷି ମାଂସ କିମା ପକାଇ ପାଣି ଦେଇ ସିଝାଇ କଷି ଶୁଖିଲା କରି ରଖନ୍ତୁ | ଏହି ପୁରକୁ ରୋଲ ମଝିରେ ଦେଇ ଏହାସହ ସରୁକଟା ପିଆଜ (ଲେମ୍ବୁରସ ,ଗୋଲମରିଚ ଗୁଣ୍ଡ ମିଶା ) ଦେଇ ରୋଲ କରି ପରଶନ୍ତୁ |

 

Comments

comments