OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚିକେନ୍ ରୋଲ୍

Chiken Roll
Chiken Roll

ସାମଗ୍ରୀ :
ଚିକେନ୍‌ କିମା -୧ କପ୍‌
ମାଂସ ତରକାରି ମସଲା – ୧ ଚାମଚ
ବଡ଼ ପିଆଜ – ୧ଟି (କଟା)
କଞ୍ଚାଲଙ୍କା – ୩ଟି (କଟା)
ଧନିଆ ପତ୍ର – ଅଳ (କଟା)
ଅଦା, ରସୁଣ, ପିଆଜ ବଟା -୨ ଛୋଟ ଚାମଚ
ଗରମ ମସଲା ଟୁଣ୍ଡ – ୧/୨ ଚାମଚ
ହଳଦି, ଲୁଣ – ସ୍ବାଦାନୁସାରେ
ତେଲ -୨ ଛୋଟ ଚାମଚ

ପ୍ରଣାଳୀ :
କରେଇରେ ତେଲ ଗରମ କରି ବଟା ମସଲା ଦେଇ କଷନ୍ତୁ । କଟା ଲଙ୍କା, ପିଆଜ, ହଳଦି, ଲୁଣ, ମସଲା ଗୁଣ୍ଡ ଦେଇ କଷି ମାଂସ କିମା ପକାଇ ପାଣି ଦେଇ ସିଝାଇ କଷି ଶୁଖୁଲା କରି ରଖନ୍ତୁ ।

Comments

comments