OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚଣା ଡାଲି ପିଆଜ

Chana dali Pizza
Chana dali Pizza

ସାମଗ୍ରୀ :
ବୁଟ ଡାଲି- ୨ କପ୍
ବଡ ପିଆଜ – ୨ ଟି (ସରୁକଟା)
କଞ୍ଚାଲଙ୍କା କଟା- ୩-୪ ଟିର
ଲୁଣ-ସ୍ୱାଦାନୁସାରେ
ଜିରା (ଗୋଟା)- ଅଳ୍ପ
ତେଲ -ଛାଣିବାକୁ

ପ୍ରଣାଳୀ:
ଡାଲିକୁ ୪-୫ ଘଣ୍ଟା ବତୁରାଇ ପାଣି ନଦେଇ ଦରବଟା (ବେଶୀ ଚିକ୍‌କଣ କରିବେନି) କରି ରଖନ୍ତୁ | ଲଙ୍କା ,ପିଆଜ,ଲୁଣ,ଜିରା,ମିଶାଇଦିଅନ୍ତୁ | ଛୋଟ ଚେପ୍‌ଟା ଆକାରରେ ଗଢି ଗରମ ତେଲରେ ମଧ୍ୟମ ଆଞ୍ଚରେ ଲାଲ୍ ବାଦାମୀ କରି ଭାଜନ୍ତୁ | ଗରମାଗରମ ଜଳଖିଆ ଚଟଣି ସହ ପରଶନ୍ତୁ |

 

Comments

comments