OdiaWeb- Odia Film, Music, Songs, Videos, SMS, Shayari, Tourism, News

କଲରା ଚିପ୍‌ସ୍

Kalara chips
Kalara chips

ସାମଗ୍ରୀ:
କଲରା ସମାନ ସାଇଜର-୧/୨ କେ.ଜି
ଲୁଣ,ପାଣି, ଲଙ୍କା ଜିରା ଗୁଣ୍ଡ,ହେଙ୍ଗୁ , ଗୋଲମରିଚ ଗୁଣ୍ଡ
ଲେମ୍ବୁ ରସ- ଫାଳେ ଲେମ୍ବୁର

ପ୍ରଣାଳୀ:
କଲରାକୁ ଲମ୍ବାରେ ସରୁ ପତଳା କରି କାଟନ୍ତୁ | ପାଣିରେ ଲୁଣ, ଲେମ୍ବୁରସ,ଜିରା ଲଙ୍କା ,ଗୁଣ୍ଡ ଓ ହେଙ୍ଗୁ ପକାଇ ଫୁଟାନ୍ତୁ | ଫୁଟାନ୍ତା ପାଣିରେ କଲରାକୁ ୩ ମିନିଟ୍ ପକାଇ କାଢନ୍ତୁ | ଉପରେ ଗୋଲମରିଚ ଗୁଣ୍ଡ ଛିଞ୍ଚି ଖରାରେ ଶୁଖାନ୍ତୁ | ଭଲଭାବରେ ଶୁଖିଲା ପରେ ଛାଣିକରି ବ୍ୟବହାର କରନ୍ତୁ |

Comments

comments