OdiaWeb- Odia Film, Music, Songs, Videos, SMS, Shayari, Tourism, News

କଙ୍କଡା କୋର୍ମା

Kankada Korma

Kankada Korma

ସାମଗ୍ରୀ:
୪ଟା ବଡ ସାଇଜର କଙ୍କଡା
୪ଟା ପିଆଜ
୧ଟା ରସୁଣ
୪ଟା ବିଲାତି
୪ଖଣ୍ଡ ଡାଲଚିନି
୪ଟା ଗୁଜୁରାତି
୧ଟା ନଡିଆ
ଅଧକପ୍ ତେଲ
ଦରକାର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତି:
ବିଲାତି କାଟିରଖ |ପିଆଜ ରସୁଣ କାଟିରଖ |ଡାଲଚିନି ଗୁଜୁରାତି ବାଟିରଖ |ନଡିଆ କୋରି ନେଇ ପ୍ରଥମେ ଏକକପ୍ ଗରମ ପାଣି ଦେଇ ଚକଟି ଦେଇ ମୋଟା ରସ ବାହାର କରି ରଖ |କଙ୍କଡା କୁ ଛୋଟ ଛୋଟ କାଟି ରଖ |କଡାଇରେ ତେଲ ଦେଇ କଙ୍କଡାକୁ ଭାଜିନିଅ|କଡାଇରୁ ପାଣି ଶୁଖିଆସିଲେ ପିଆଜ,ମସଲା,ବିଲାତି କଟା ଦେଇ କଷିଦେଇ ପତଳା ରସ ଢାଳିଦିଅ |ଏହା ପନ୍ଦର ମିନିଟ୍ ଫୁଟାଇବେ |କଙ୍କଡା ସିଝିଯିବ ;ଅଳ୍ପ ଝୋଳ ଲାଗିଲାଗି ଥିବ |ସେତେ ବେଳେ ଗରମ ମସଲା ବଟା ଓ ଏକ ଏକକରେ ମୋଟା ନଡିଆ ରସ ଦେଇ ଦୁଇ ମିନିଟ୍ ଫୁଟାଇ ତରକାରି ଓହ୍ଲାଇ ଦେବେ |

Comments

comments