
ସାମଗ୍ରୀ:
ଓଉ – ୧ ଟା
ଗୁଡ- ୧ କପ୍
ଲାଲ୍ଲଙ୍କା-୨ ଟା
ଫୁଟନ- ୧ ଚା ଚାମଚ
ଲୁଣ- ସ୍ୱାଦାନୁସାରେ
ହଳଦୀ- ୧ ଚାମଚ
ଭଜା ଜିରାଲଙ୍କା ଗୁଣ୍ଡ -୧ ଚା ଚାମଚ
ରିଫାଇନ୍ ତେଲ- ୧ ଟେବୁଲ୍ ଚାମଚ
ପ୍ରଣାଳୀ :
ଓଉର ଚୋପା ଛଡାଇ ଓ ପେଟର ପଟି ଛଡାଇ କାଟି ନେଇ ଧୋଇ ଅଳ୍ପ ଅଳ୍ପ ଛୋଟ ଛୋଟ ରଖିବ । ପ୍ରେସର୍କୁକର୍ରେ ୧ କପ୍ ପାଣି ,ଲୁଣ ,ହଳଦୀ ଦେଇ ଏହାକୁ ସିଝାଇ ନେବ । ଏହା ବହଳ ହେଇ ଆସିଲେ ଜିରାଲଙ୍କା ଗୁଣ୍ଡ ଦିଅ ।
Comments
comments