OdiaWeb- Odia Film, Music, Songs, Videos, SMS, Shayari, Tourism, News

ଇଲିଶି ଝୋଳ

Ilishi jhola

Ilishi jhola

ସାମଗ୍ରୀ:
୨୫୦ଗ୍ରାମ୍ ଇଲିଶି
୪ଟା ଆଳୁ
୧ଚାମଚ ଜିରା
୧ଚାମଚ ଧନିଆ
୧ଟା ପିଆଜ
୬ପାଖୁଡା ରସୁଣ
ଦେଢ ସେ.ମି.ଅଦା
୬ଟା ଲଙ୍କା
୧ଚାମଚ ସୋରିଷ
ଅଧକପ୍ ତେଲ
ପରିମାଣ ମୁତାବକ ଲୁଣ ହଲଦୀ

ପ୍ରସ୍ତୁତି:
ଆଳୁ ଚୋପା ଛଡାଇ ଚାରିଖଣ୍ଡ କରି କାଟି ରଖି ,ଜିରା,ଧନିଆ ଓ ଲଙ୍କା ବାଟ |ପିଆଜ ,ରସୁଣ ଓ ଅଦା ଚିକ୍‌କଣ କରି ବାଟ |ସୋରିଷ ଅଲଗା ବାଟ |କଡାଇରେ ତେଲ ଗରମ କରି ମାଛ କୁ ଲାଲ କରି ଭାଜି ନିଅ |ସେଇ ତେଲରେ ଭାଜ:ଲୁଣ ,ହଲଦୀ ,ପିଆଜ ମସଲା ଓ ଧନିଆ ମସଲା ଦେଇ ଭାଜ ମସଲାରୁ ଭଲ ବାସନା ଆସିଲେ ;ସୋରିଷ ବଟାରେ ଦୁଇ କପ୍ ପାଣି ଦେଇ ଗୋଳାଇ ଦେଇ ଆଳୁ ମସଲାରେ ଢାଳି ଦିଅ |ଆଳୁ ସିଝିଗଲେ ମାଛ ଦେଇ ତରକାରି ଓହ୍ଲାଇ ଦିଅ |ଏଥିରେ ବେଶୀ ଝୋଳ ରହିବ |

Comments

comments