
ସାମଗ୍ରୀ :
ବଟର – ୧୦୦ ଗ୍ରାମ୍
ଅରେଞ୍ଜ ସ୍କ୍ୱାସ -୧ ଟେବୁଲ୍-ଚାମଚ
ଆଇସିଂ ସୁଗାର – ୧୦୦ ଗ୍ରାମ୍
କମଳା ରଙ୍ଗ – ୩ ବୁନ୍ଦା
ଅରେଞ୍ଜ ଏସେନସ୍-୧ ଚାମଚ
ପ୍ରଣାଳୀ :
ଡବଲ ବଏଲରରେ ସବୁ ମିଶାଇ ଗୋଳାନ୍ତୁ । ବେଶି ପାଣି ହେଲେ ଆରାରୁଟ୍ ପାଉଡ଼ର ଟିକେ ମିଶାଇ ବହଳିଆ କରିପାରିବେ ।
Comments
comments