OdiaWeb- Odia Film, Music, Songs, Videos, SMS, Shayari, Tourism, News

ଅଣ୍ଡା ମିହିର ଦାନା

Egg Mihiri dana

Egg Mihiri dana

ସାମଗ୍ରୀ:
( ୨ କିଲୋ ଦୁଧ, ଅଧକିଲୋ ଚିନି, ୪ଟା ଗୁଜୁରାତି, ୬ଟା ଅଣ୍ଡା, ଅଧ
କପ୍‌ ଭଲ ଘିଅ, ଅଳ୍ପ ମିଠାଇ ରଙ୍ଗ |)

ପ୍ରସ୍ତୁତି
ଦୁଧ ଓ ଚିନି ମିଶାଇ ଫୁଟାଇବେ । ଅଣ୍ଡା ଘିଅ ଓ ମିଠାଇ ରଙ୍ଗ
ମିଶାଇ ଭଲ ଭାବରେ ଫେଣ୍ଟିବେ । ଦୁଧ ଏକ କିଲୋ ହେବା ସମୟରେ ଜାଲିଚଟୁ
ଉପରେ ଅଣ୍ଡା ଫେଣ୍ଟା ଅଳ୍ପ ଅଳ୍ପ ଢ଼ାଳି କଡାଇ ଫନ୍ଦ ( ଫେଣ୍ଟ) ରେ ଝାଡ଼ି ଝାଡ଼ି
ଦେବେ । ସବୁବେଳେ ଏହା ଘାଣ୍ଟୁ ଥିବେ । ଦୁଧ ଫୁଟି ଫୁଟି ଶୁଖି ଆସିଲେ
ଗୁଜୁରାତିଗୁଣ୍ଡ ଦେଇ ଭଲ ଭାବରେ ଶୁଖାଇ ଓହ୍ଲାଇ ଦେବେ ।

Comments

comments