OdiaWeb- Odia Film, Music, Songs, Videos, SMS, Shayari, Tourism, News

ଅଣ୍ଡା ଘୁଗୁନି:

Egg Ghuguni

Egg Ghuguni

ସାମଗ୍ରୀ:
୨କପ୍ ଗୋଟା ମଟର
୪ଟା ଅଣ୍ଡା
୪ଟି ପିଆଜ
ତିନି ସେ.ମି ଅଦା
୧ଟା ରସୁଣ
୧ଚାମଚ ଗୋଲମରିଚ ଗୁଣ୍ଡ
୧ ଚାମଚ ଭଜା ଜିରା ଗୁଣ୍ଡ
୨ଖଣ୍ଡ ଡାଲ୍‌ଚିନି
୨ଟି ଗୁଜୁରାତି
୨ଟି ତେଜପତ୍ର
୨ଟା ଟମାଟୋ
ଅଧକପ୍ ତେଲ
୪ଟା କଞ୍ଚାଲଙ୍କା

ପ୍ରସ୍ତୁତି:
ମଟର ୪\୫ ଘଣ୍ଟା ସିଝାଅ |ଲୁଣ ହଳଦୀ,ତେଜପତ୍ର,ଦୁଇଟି ପିଆଜ କଟା,ଡାଲ୍‌ଚିନି ,ଗୁଜୁରାତି ଦେଇ ମଟର ସିଝାଇବେ |ଅଦାକୁ ବାଟି ନେଇ ମଟର ସିଝାରେ ଦେଇ ଦେବେ ରସୁଣଛେଚି ରଖିବେ |ଅନ୍ୟ ଦୁଇଟି ପିଆଜ,କଞ୍ଚାଲଙ୍କା ଓ ଟମାଟୋ ଚୂନା ଚୂନା କରି କାଟି ରଖିବେ |ଅଣ୍ଡା ସିଝେଇ ଚୂନା ଚୂନା କାଟି ରଖିବେ |ମଟର ସିଝିଗଲେ କଡାଇରେ ତେଲ ଦେଇ ରସୁଣ ଦେଇ ଭାଜନ୍ତୁ |ଜାଳ ଅଳ୍ପ ଅଳ୍ପ ଦେଇ ଭଲ ଭାବରେ ଭାଜିବେ |ଭଜା ଟିକେ ଲଲ୍ ହେଲେ ସେଥିରେ ମଟର ସିଝା ଢାଳିଦେବେ |ଗୋଲମରିଚ ଓ ଜିରା ଗୁଣ୍ଡ ଦେଇଦେବେ |

Comments

comments