OdiaWeb- Odia Film, Music, Songs, Videos, SMS, Shayari, Tourism, News

ଅଣ୍ଡାଭୁଜିଆ

egg bhurji

egg bhurji

ସାମଗ୍ରୀ:
୪ଟା ଅଣ୍ଡା
୨ଟା ପିଆଜ
୪ଟା କଞ୍ଚାଲଙ୍କା
୧ଟା ବଡ ଟମାଟୋ
ଅଧକପ୍ ତେଲ କିମ୍ବା ଘିଅ
ଅଧକପ୍ ମଟର ମଞ୍ଜି
୧ଟା ଗାଜର

ପ୍ରସ୍ତୁତ :
ଗାଜରକୁ ଖୁବ୍ ଛୋଟ ଖଣ୍ଡ କରି କାଟି ନିଅ|ମଟର ମଞ୍ଜିକୁ ସିଝାଇ ନିଅ |ପିଆଜ,ଲଙ୍କା ଛୋଟ ଛୋଟ କରି କାଟି ରଖ |ଟମାଟୋ ଛୋଟ ଛୋଟ ଖଣ୍ଡ କରି କାଟ |କଡାଇରେ ତେଲ ଗରମ କର |ତେଲ ଗରମ ହେଲେ ପିଆଜ ଲଙ୍କା ବଟା ପକାଇ ଭାଜ |ତାକୁ ଭାଜିବା ଅବସ୍ଥାରେ ସେଥିରେ ଅଣ୍ଡା ଭାଙ୍ଗି ପକାଅ |ଅଣ୍ଡାକୁ ଚଞ୍ଛଳ ସେଥିରେ ଫେଣ୍ଟିଦିଅ |ତଳେ ଯେପରି ଲାଗି ନଯାଏ |ଯେତେବେଳେ ଅଣ୍ଡା ଭାଜ୍ ହୋଇଗଲା ପରି ଦେଖାଜିବ ଓହ୍ଲାଇ ନିଅ |ସେଥିରେ ସିଝା ମାଂସ ଛୋଟ ଛୋଟ କିଛି ମାଛ ପକାଇଲେ ଭଲ ହୁଏ |

Comments

comments