New Odia Recipe

ସାମଗ୍ରୀ:ଗୋଟିଏ ଛୋଟ ନଡିଆଅଧକପ୍ ଅରୁଆ ଚାଉଳ୧ଚାମଚ ଜିରା୮ଟା କଞ୍ଚାଲଙ୍କାଛାଣିବା ପାଇଁ ତେଲଦରକାର ମୁତାବକ ଲୁଣପ୍ରସ୍ତୁତି:ନଡିଆ ଭାଙ୍ଗି କୋରିନିଅ |ଚାଉଳ ୧ଘଣ୍ଟା ଭିଜାଇ ରଖ |ଭିଜା ଚାଉଳ ନଡିଆ…

ସାମଗ୍ରୀ:୨୫୦ଗ୍ରାମ୍ ଧନିଆପତ୍ରଅଧକପ୍ ଚାଉଳ୧କପ୍ ବୁଟଡାଲି୬ଟା କଞ୍ଚାଲଙ୍କାପରିମାଣ ମୁତାବକ ଲୁଣଛାଣିବା ପାଇଁ ତେଲ ପ୍ରସ୍ତୁତି:ଅରୁଆ ଚାଉଳ ଓ ବୁଟଡାଲି ୪ଘଣ୍ଟା ଭିଜାଇ ନେଇ ଚିକ୍‌ଣ କରି ବାଟି ନିଅ…

ସାମଗ୍ରି:୧କପ୍ ମଟର ମଞ୍ଜି୨ଟି ଆଳୁ୧ଟି ପିଆଜ୫ଟି କଞ୍ଚାଲଙ୍କାଦରକାର ମୁତାବକ ଧନିଆପତ୍ର୧କପ୍ ବେସନ ବେକିଂ ପାଉଡର ଟିପେଛାଣିବା ପାଇଁ ତେଲଦରକାର ମୁତାବକ ଲୁଣ ପ୍ରସ୍ତୁତି:ଆଳୁ ଓ ପିଆଜ ଚୋପା…

ସାମଗ୍ରୀ:୨କପ୍ ସିଝା ଚିକେନ୍ଅଧକପ୍ ବେସନଗୋଟିଏ ଅଣ୍ଡାଗୋଟିଏ ପିଆଜ୬ଟା କଞ୍ଚାଲଙ୍କା୮ପାଖୁଡା ରସୁଣଦେଢ ସେ.ମି. ଅଦା୧ଟେବୁଲ୍ ଚାମଚ ଭିନେଗାର୍ଛାଣିବା ପାଇଁ କିଛି ତେଲଦରକାର ମୁତାବକ ଲୁଣ ପ୍ରସ୍ତୁତି:ଚିକେନ୍ ସିଝାରେ କଣ୍ଟା…

ସାମଗ୍ରୀ:ଗୋଟିଏ ଆଳୁଗୋଟିଏ ପିଆଜ୪ପାଖୁଡା ଫୁଲ କୋବି୧ ମୁଠା ମଟର ମଞ୍ଜିଗୋଟିଏ ଟମାଟୋ୬ଟି କଞ୍ଚାଲଙ୍କାଟିକେ ଅଦା୧ କପ୍ ବେସନଅଧ ଚାମଚ ବେକିଂ ପାଉଡରଅଧ କପ୍ ପାଣିଛାଣିବା ପାଇଂ ତେଲଦରକାର…

ସାମଗ୍ରୀ:୨କପ୍ ଗୋଟା ମଟର୪ଟା ଅଣ୍ଡା୪ଟି ପିଆଜତିନି ସେ.ମି ଅଦା୧ଟା ରସୁଣ୧ଚାମଚ ଗୋଲମରିଚ ଗୁଣ୍ଡ୧ ଚାମଚ ଭଜା ଜିରା ଗୁଣ୍ଡ୨ଖଣ୍ଡ ଡାଲ୍‌ଚିନି୨ଟି ଗୁଜୁରାତି୨ଟି ତେଜପତ୍ର୨ଟା ଟମାଟୋଅଧକପ୍ ତେଲ୪ଟା କଞ୍ଚାଲଙ୍କା…

୨କପ୍ ଗୋଟା ମଟର୫୦୦ ଗ୍ରାମ୍ ଚିକେନ୍୪ଟା ପିଆଜତିନି ସେ.ମି ଅଦା୧ଚାମଚ ଜିରା୧ଚାମଚ ଧନିଆ୬ଟା ଲଙ୍କା୪ଖଣ୍ଡ ଡାଲଚିନିଗୋଲମରିଚଅଧକପ୍ ତେଲ୨ଟା ଟମାଟୋ୨ଟା ତେଜପତ୍ରଦରକାର ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତି:ମଟର…

ସାମଗ୍ରୀ:୫୦୦ ଗ୍ରାମ୍ ବଡ ରୋହି ମାଛ୨ଟା ପିଆଜ୩ସେ.ମି.ଅଦା୬ଟା ଟା କଞ୍ଚାଲଙ୍କା୧କପ୍ ଦହି୨ଚାମଚ ଜିରା୨ଟା ତେଜପତ୍ର୧ଚାମଚ ଗରମ ମସଲାଗୁଣ୍ଡ୧ଟେବୁଲ୍ ଚାମଚ ଘିଅଅଧକପ୍ ତେଲ୧କପ୍ ନଡିଆ କୋରା୧ଟେବୁଲ୍ ଚାମଚ ପୋସ୍ତକ୧…

ସାମଗ୍ରୀ:୫୦୦ ଗ୍ରାମ ଶେଉଳ ମାଛ୧ ଟା କଞ୍ଚାଆମ୍ବ୫ଟା ଲାଲ୍ ଲଙ୍କା୧ଟେବୁଲ୍ ଚାମଚ ଫୁଟଣ୪ଟେବୁଲ୍ ଚାମଚ ସୋରିଷ ତେଲଦରକାର ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତି:ମାଛ ଛୋଟ ଛୋଟ…

ସାମଗ୍ରୀ:୨୫୦ଗ୍ରାମ୍ ଇଲିଶି୪ଟା ଆଳୁ୧ଚାମଚ ଜିରା୧ଚାମଚ ଧନିଆ୧ଟା ପିଆଜ୬ପାଖୁଡା ରସୁଣଦେଢ ସେ.ମି.ଅଦା୬ଟା ଲଙ୍କା୧ଚାମଚ ସୋରିଷଅଧକପ୍ ତେଲପରିମାଣ ମୁତାବକ ଲୁଣ ହଲଦୀ ପ୍ରସ୍ତୁତି:ଆଳୁ ଚୋପା ଛଡାଇ ଚାରିଖଣ୍ଡ କରି କାଟି…