Odia Curry Recipe

ପ୍ରସ୍ତୁତି ସାମଗ୍ରୀ- ରାଜମା ୨୦୦ଗ୍ରାମଚିନି ବା ଗୁଡ ୫୦ ଗ୍ରାମତେନୁଳି ଗୋଟିଏ ଗୁଳାରିଫାଇନ୍‌ ତେଲ ୪ଚାମଚବେସନ ୨ ଚାମଚନଡିଆକୋରୀ ଅଧକପ୍‌ସୋରିଷ ୨ ଚାମଚଲଙ୍କା ଲୁଣହଳଦୀଗୁଣ୍ଡ,ପାନମଧୁରୀ ୨ ଚାମଚ…

ପ୍ରସ୍ତୁତି ସାମଗ୍ରୀ- ପଣସକଠା ୧ଟିବୁଟଢାଲି ଅଧକପ୍‌ଲଙ୍କା ୨ଟିଅଦା ପିଆଜରସୁଣଗରମମସଲା ଧନିଆପତ୍ରଲୁଣ ତେଜପତ୍ର, ତେଲ |ପ୍ରଣାଳୀ- ପଣସକଠା କାଟି ସିଝେଇ ନିଅନ୍ତୁ । ଵୁଟଡାଲି ବତୁରେଇ ପଣସକଠା ଓ…

ପ୍ରସ୍ତୁତି ସାମଗ୍ରୀ- ପୋଟଳ ଅଧକେଜିପିଆଜ ଚଉଠ କେଜିରସୁଣ ୨ କୋଲାହଳଦୀଲଙ୍କା,ଢାଲଚିନି ଏବଂ ଲୁଣ | ପ୍ରଣାଳୀ- ପ୍ରଥମେ ପୋଟଳକୁ ଛାଞ୍ଚି ଦୁଇଥର କରି କାଟି ରଖନ୍ତୁ |…

ପ୍ରସ୍ତୁତି ସାମଗ୍ରୀ : ୨ କପ୍‌ ଛତୁ୧ କପ୍‌ ଗ୍ରୀନ୍‌ମଟର୪ ଚାମଚ ଅଦା ପିଆଜ ଓ ରସୁଣର ବଟା୧ ଚାମଚ ଗୁଣ୍ଡଧନିଆ୧ ଚାମଚ ପୋସ୍ତ୧ ଚାମଚ ଗୁଣ୍ଡ…

ପ୍ରସ୍ତୁତି ସାମଗ୍ରୀ- ପୋଟଳ ୨୫୦ଗ୍ରାମଜିରା ୧ଚାମଚଅଦାବଟା9 ଚାମଚଦହି ୧କପ୍‌ଶୁଖିଲାଲଙ୍କା ବଟା ୧ ଚାମଚଧନିଆପତ୍ରସୋରିଷ ତେଲଲୁଣ, ଚିନି ପରିମାଣ ଅନୁଯାୟୀ । ପ୍ରଣାଳୀ- ଗୋଟା ପୋଟଳ ଦୁଇ ମୁଣ୍ଡିପାଖ…

ପ୍ରସ୍ତୁତି ସାମଗ୍ରୀ-ଫୁଲକୋବି ୧ଟାଘିଅ ବା ବଟର ୫୦ଗ୍ରାମଭଜା ଜିରା ୨ଚାମଟଭଜା ଧନିଆ ୨ ଚାମଟଭଜା ଲଙ୍କାଗୁଣ୍ଡ ୨ ଚାମଚବିଲାତିବାଇଗଣ ୨ଟିଅଦା ଖଣ୍ଡେଲୁଣ,ହଳଦୀ ପରିମାଣ ଅନୁଯାୟୀ | ପ୍ରଣାଳୀ-…

ସାମଗ୍ରୀ : ମକା ଅଟା-୨କପ୍ ଗହମ ଅଟା-୧/୨ କପ୍ ଲୁଣ-୧ ଚାମଚ ଉଷୁମ୍ ପାଣି- ଦଳିବା ପାଇଁ କଟା ଧନିଆ ପତ୍ର-୩ ଚାମଚ ମଧ୍ୟମ ସାଇଜ୍‌ର ସିଝା…

ସାମଗ୍ରୀ : ଭେଣ୍ଡି-୫୦୦ଗ୍ରାମ୍ କୋରା ନଡିଆ -୧ କପ୍ ପାଣି-୧/୩ କପ୍ କ୍ଷୀର -୧/୩ କପ୍ କାଜୁବଟା-୧ଟେବୁଲ୍-ଚାମଚ ତେଲ- ୨ଚାମଚ ଭେଣ୍ଡି ଛାଣିବାକୁ -ତେଲ ଲାଲ୍ ଲଙ୍କା-୨ଟା…

ସାମଗ୍ରୀ :  କଷି ଭେଣ୍ଡି-୧୫୦ ଗ୍ରାମ୍ ଲୁଣି ଆଚାର-୧ ଟେବୁଲ-ଚାମଚ ଟମାଟୋ-୧ଟି ବଡ଼ (ଛୋଟ ଛୋଟ କଟା) ଚାଟ୍ ମସଲା—୧/୨ ଚାମଚ କଞ୍ଚାଲଙ୍କା-୪ଟି ଭୁର୍ସୁଙ୍ଗ ପତ୍ର-୮-୧୦ଟି ସୋରିଷ…

ସାମଗ୍ରୀ : ଅଣ୍ଡା – ୪ଟି ପିଆଜ – ୨ଟି ଅଦା ଓ ରସୁଣ ବଟା – ୨ ଚାମଚ ଲଙ୍କା ବଟା – ୧ ଚାମଚ…