Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଆମ୍ବର କେକ୍
    Odia Recipe

    ଆମ୍ବର କେକ୍

    lizaBy lizaMarch 21, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    mango cake
    mango cake
    Share
    Facebook Twitter LinkedIn Pinterest Email
    mango cake
    mango cake

    ସାମଗ୍ରୀ :
    ମିଠା ଆମ୍ବ ରସ -୨ କପ୍
    ଅଣ୍ଡା -୩ ଟି
    ଘିଅ ବା ରିଫାଇନ୍-୧ କପ୍
    ବେକିଂ ପାଉଡର -୧ କପ୍
    ମଇଦା -୨କପ୍
    ଲୁଣ -୧/୪ ଚାମଚ
    ଚିନିଗୁଣ୍ଡ -୧ କପ୍
    ମ୍ୟାଙ୍ଗୋ ଏସେନସ୍-୧/୨ ଚାମଚ

    ପ୍ରଣାଳୀ :
    ମଇଦାରେ ଲୁଣ, ବେକିଂ ପାଉଡର ମି୍ଶାଇ ଚାଲୁଣୀରେ ଚଲାଇ ଦିଅନ୍ତୁ | ଗୋଟିଏ ପାତ୍ରରେ ଘିଅ ବା ତେଲରେ,ଅଣ୍ଡା ଓ ଚିନି ମିଶାଇ ଫେଣ୍ଟନ୍ତୁ | ଫେଣ ହେଲେ ଓ ମିଶିଗଲେ ମଇଦା ମିଶାଇ ଫେଣ୍ଡନ୍ତୁ | ଏହା ଭଲଭାବରେ ତେଲରେ ମିଶିଲେ ଆମ୍ବରସ ମିଶାଇ ଖୁବ୍ ଫେଣ୍ଟନ୍ତୁ | ଆଣ ପୂରା ହାଲୁକା ଲାଗିଲେ ଏସେନ୍‌ସ୍ ମିଶାଇ  ଫେଣ୍ଟି ପ୍ରିହିଟେଡ ଓଭାନ୍‌ରୁ ତେଲଲଗା ଟ୍ରେ କାଢି ସେଥିରେ ଢାଳି ଓଭାନ୍‌ରେ ୪୫ମି. ପାଇଁ ୧୨୦-୧୪୦ c ରେ ବେକ୍ କରନ୍ତୁ | ଚାହିଁଲେ ଡ୍ରାଏ ଫ୍ରୁଟସ୍ ପକାଇ ପାରିବେ |

    New Odia Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    ଫୁଲକୋବି ଚିଲି ଭଜା

    April 3, 2022

    ଆମ୍ବରସ ଆଇସ୍‌କ୍ରୀମ୍

    April 2, 2022

    ହାଇଦ୍ରାବାଦୀ ଦମ୍ ବିରିଆନୀ (ଚିକେନ୍)

    April 1, 2022

    Leave A Reply Cancel Reply

    Facebook Twitter Instagram Pinterest
    © 2023 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.