Rice Odia Recipe
Prepare time: 10 min
Cook: 30 min
Ready in: 45 min
ଭାତ ପୁର୍ବ ଓ ଦକ୍ଷିଣ ଭାରତର ଏକ ମୁଖ୍ୟ ଖାଦ୍ୟ ।

ଆବଶ୍ୟକ ସାମଗ୍ରୀ

  • ଚାଉଳ – (ଉସୁନା କିମ୍ବା ଅରୁଆ)
  • ପାଣି

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚାଉଳକୁ ଭଲଭାବରେ ଧୋଇ,ଗୋଡି ବଛା ଯାଇଥାଏ । ହାଣ୍ଡିରେ ଅଧା ପର୍ଯ୍ୟନ୍ତ ପାଣି ଫୁଟାଇ ସେଥିରେ ବଛା ହେଇଥିବା ଚାଉଳ ପକାନ୍ତୁ ଓ ହାଣ୍ଡି ଉପରେ ଘୋଡଣି ଘୋଡେଇ ଦିଅନ୍ତୁ । ଅଧ ଘଣ୍ଟା ଭିତରେ ଭାତ ତିଆରି ହୋଇଯିବ । ଉସୁନା ଚାଉଳ ହୋଇଥିଲେ ଭାତ ହବା ପାଇଁ ଅଧିକ ସମୟ ନେଇଥାଏ । ଅରୁଆ ଚାଉଳରେ ଭାତ ଶୀଘ୍ର ହୋଇଥାଏ ।

LEAVE A REPLY

Please enter your comment!
Please enter your name here