Chakuli Odia Recipe
Prepare time: 2 hr
Cook: 15 min
Ready in: 2 hr 15 min

Ingredients

  • ଅରୁଆ ଚାଉଳ ୨୫୦ଗ୍ରାମ
  • ବିରି ଡାଲି ୧୦୦ ଗ୍ରାମ
  • ଲୁଣ ସ୍ୱାଦ ଅନୁସାରେ
  • ତେଲ ଆବଶ୍ୟକ ଅନୁସାରେ

Directions

ବିରି ଓ ଚାଉଳକୁ ୬ ଘଣ୍ଟା ପାଣିରେ ଭିଜାଇ ରଖ । ଏହାପରେ ଏହାକୁ ଧୋଇ ଚିକ୍କଣ କରି ବାଟି ଲୁଣ ଗୋଳାଇ ରଖ । ତାଉଆରେ ଅଳ୍ପ ତେଲ ଦେଇ ପତଳା ସାଇଜର ଚକୁଳି ପ୍ରସ୍ତୁତ କର । ଥରେ ଉଲଟାଇ ଦିଅ । ଏହାକୁ ଚଟଣୀ ସହିତ ଖାଇଲେ ଖୁବ ସ୍ୱାଦଯୁକ୍ତ ହୋଇଥାଏ ।

1 COMMENT

LEAVE A REPLY

Please enter your comment!
Please enter your name here