New odia album song Tu jaa Tate Kia Pachare is now released with around 4 million views. Mantu Chhuria sang this odia album song, lyrics by famous lyricist Arun Mantri. Odia Album Actor Lubun and new comer Smaranika were part of this song.

ମୋବାଇଲିରୁ ନମ୍ବର୍ ତୋର ଡ଼ିଲିଟୀ କରିଦେଲି
ମୋ ହାର୍ଟ ତୋ ମେମୋରୀ କାର୍ଡ଼ କାଢ଼ି ଦେଲି

ମୋବାଇଲ୍‌ରୁ ନମ୍ବର୍ ତୋର ଡ଼ିଲିଟୀ କରିଦେଲି
ମୋ ହାର୍ଟ ତୋ ମେମୋରୀ କାର୍ଡ଼ କାଢ଼ି ଦେଲି

ମୁଁ ସୁଇସାଇଟୀ କରିବିନୀ ତୋ ପ୍ରେମରେ
ତୁଯା’ ତୁଯା….ତୁଯା’ ଯା…ଯା ….ଯା…ଯା
ତୋତେ କିଏ ପଚାରେ .
ତୁ’ଗଲାପରେ ମୋତେ ମିଳିବେ ହଜାରେ (୨)

ମିଳିବେ ହଜାରେ … [୩]

ତୋ ଠାରୁ ସୁନ୍ଦରୀ ଗୋରୀ ଅଛନ୍ତି ଆହୁରି
ଏଇ ସହରେ …
ମାରିଦେଲେ ସିଟି ହେବେ ଆସି ପିଟି
ହାଏ.. ମୋ ଉପରେ (୨)

ମୁଁ ଇମୋଷନାଲଃ ହେବି ନାହିଁ ତୋ ପ୍ରେମରେ

ତୁଯା ତୁଯା…ତୁଯା ଯା…ଯା … ଯା…ଯା
ତୋତେ କିଏ ପଚାରେ
ତୁ ଗଲାପରେ ମୋତେ ମିଳିବେ ହଜାରେ
ତୁଯା ଯା…ଯା
ଯା…ଯା … ଯା…ଯା
ତୋତେ କିଏ ପଚାରେ
ତୁ ଗଲାପରେ ମୋତେ ମିଳିବେ ହଜାରେ [୪]

ତୁ ଯଦି ମୋକଥା ଭାବୁନୁ ଜାଣିଥା ଗୋଟେବି ଦିନ
ତୋକଥା କାହିଁକି କହମୁ ଭାବିବି ସାରା ଜୀବନ

ତୁ ଯଦି ମୋକଥା ଭାବୁନୁ ଜାଣିଥା ଗୋଟେବି ଦିନ
ତୋକଥା କାହିଁକି କହମୁ ଭାବିବି ସାରା ଜୀବନ .
ମୁଁ ମାଡ୍‌ କାହିଁ ହେବିକହ ତୋ ପ୍ରେମରେ …

ତୁଯା ତୁଯା… ତୁଯା ଯା…ଯା … ଯା…ଯା
ତୋତେ କିଏ ପଚାରେ
ତୁ ଗଲାପରେ ମୋତେ ମିଳିବେ ହଜାରେ
ତୁଯା ଯା…ଯା
ତୁଯା ଯା…ଯା … ଯା…ଯା
ତୋତେ କିଏ ପଚାରେ
ତୁ ଗଲାପରେ ମୋତେ ମିଳିବେ ହଜାରେ [୪]

Cast : Lubun & Smaranika
Song : Jaa Tote Kie Pachare
Singer : Mantu Chhuria
Lyrics : Arun Mantri
Music : Baidyanath Dash
DOP, DI & Edit by : Tubun(L-T)
Directed by : Lubun-Tubun

Recorded At: Sidharth Music Studio.
Voice Dubbing & Mixing By: Swapnajit Sabat & Munna at Sidharth Music Studio
Mastering By: Sitaram Agrawal & Swapnajit Sabat at Sidharth Music Studio
Banner : Sidharth TV
Producer : Sitaram Agrawal & Namita Agrawal
Music Label : Sidharth Music