Presenting Odia Album Khojiba Mate Dine Hrudaya Tora Lyrics which is sung by Humane Sagar,song is written by Sunil Maharana and the music is composed by M Kunal. This video song is featured by Aswini & Manaswini while the video is directed by Swagat Patra.

ହୋ ତୁ ସିନା ଭୁଲିଗଲୁ ପ୍ରେମକୁ ମୋର
ପ୍ରେମକୁ ମୋର,ପ୍ରେମକୁ ମୋର, ପ୍ରେମକୁ ମୋର
ଅଧାରେ ହାତ ଛାଡି କରିଲୁ ପର
କରିଲୁ ପର, କରିଲୁ ପର, କରିଲୁ ପର
ହୋ ତୁ ସିନା ଭୁଲିଗଲୁ ପ୍ରେମକୁ ମୋର
ଅଧାରେ ହାତ ଛାଡି କରିଲୁ ପର
ଭୁଲିକି ପାରୁଛି ତତେ ମୋ ହୃଦୟ
କେମିତି ହେଲୁ ଲୋ ତୁ ଏତେ ନିର୍ଦ୍ଦୟ
ଜାଳିଲୁ ଜୀବନ ମୋର
ଖୋଜିବ ମତେ ଦିନେ ହୃଦୟ ତୋର
ଜଳିବୁ ଝୁରି ଝୁରି ପ୍ରେମକୁ ମୋର
ଖୋଜିବ ମତେ ଦିନେ ହୃଦୟ ତୋର
ଜଳିବୁ ଝୁରି ଝୁରି ପ୍ରେମକୁ ମୋର
ମନ ଦେଇ ତତେ ଭଲ ପାଉଥିଲି
ଗଲୁ ମତେ ଭୁଲି
ଛଡେଇ ନେଲୁ ଲୋ ସବୁ ଖୁସି ମୋର
ଲୁହ ଦେଲୁ ଖାଲି
ସରଳ ମନେ ମୋର ତୋ ପାଇଁ କଲି ଘର
କେମିତି ହେଇଗଲୁ ଏମିତି ସ୍ୱାର୍ଥପର
ହେଲୁ ତୁ ଆଉ କାହାର
ଖୋଜିବ ମତେ ଦିନେ ହୃଦୟ ତୋର
ଜଳିବୁ ଝୁରି ଝୁରି ପ୍ରେମକୁ ମୋର
ଖୋଜିବ ମତେ ଦିନେ ହୃଦୟ ତୋର
ଜଳିବୁ ଝୁରି ଝୁରି ପ୍ରେମକୁ ମୋର
ରଖିଥିଲି ତତେ ଛାତି ତଳେ ମୋର
ଦେଲୁ ମତେ ଧୋକା
ଭାବିଲୁନି ଥରେ କେମିତି ବଞ୍ଚିବି
ତୋ ବିନା ମୁଁ ଏକା
ଅଭୁଲା ସ୍ମୃତି ତୋର ଜାଳୁଛି ମନ ମୋର
ନିଜର ଭାବିଥିଲି କଲୁ ତୁ ସାତ ପର
ଭାଙ୍ଗିଲୁ ସପନ ମୋର
ଖୋଜିବ ମତେ ଦିନେ ହୃଦୟ ତୋର
ଜଳିବୁ ଝୁରି ଝୁରି ପ୍ରେମକୁ ମୋର
ଖୋଜିବ ମତେ ଦିନେ ହୃଦୟ ତୋର
ଜଳିବୁ ଝୁରି ଝୁରି ପ୍ରେମକୁ ମୋର…
Song Credits-
✽ Song : Khojib Mate Dine Hrudaya Tore
✽ Singer : Humane Sagar
✽ Lyrics : Sunil Maharana
✽ Music: M Kunal
✽ Casting: Aswini & Manaswini
✽ Co-Artist: Disco Reddy & Satyajeet
✽ Director: Swagat Patra
✽ Associate. Director: Junior Sidhant
✽ Asst. Director: Srikanta Samal
✽ Editor: Rajesh Das