Presenting Tora Krushnachuda Hasa Lyrics which is a odia album song,sung by Kuldeep Pattnaik & Aseema Panda. The music is arranged by Asad Nizam & Lyrics is written by Pushpak Parida. The video song is directed by very famous Raja D. The star cast of the video are Himagni & Bijay.

ଧିମା ଧିମା ତୋ ନିଶ୍ୱାସର ଏ ଧାସ
ବାନ୍ଧି ମୋତେରେ ସମୟେ ବୁଣେ ଫାଶ
ମୋତେ ବିଗାଡି ଦେଲାଣି ତୋର ସ୍ପର୍ଶ
ମିଛଟାରେ ଦିଏ ବୟସର ଦୋଷ
ନିତି ସପନେ ତୋ ସାଥେ ଭେଟୁଛି
ହଁ ଏମିତି କାହିଁକି ମୋ ସାଥେ ଘଟୁଛି
କହ ତୋ ପାଖେ ଏମିତି କଣ ଅଛି
କହ ତୋ ପାଖେ ଏମିତି କଣ ଅଛି
ତୋ କୃଷ୍ଣଚୂଡା ହସ ମାରିଦୋଉଛି
ତୋ କୃଷ୍ଣଚୂଡା ହସ ମାରିଦୋଉଛି
ମୁଁ ତୋ ଆଡେ ଟାଣି ହେଇଯାଉଛି
ମୁଁ ତୋ ଆଡେ ଟାଣି ହେଇଯାଉଛି
ଲାଗିଯିବ ତୋଠି କାହା ନଜର କାଳେ
ଗହଳିଠୁ ଦୂରେ ରହ ତୁ ସବୁବେଳେ
ହାବ ଭାବ ମୋର ତୋ ପାଇଁ ବଦଳେ
ଅସୁମାରୀ ଆଶା ଖେଳେ ମନତଳେ
ସବୁଠିଁ ମୋ ଆଖି ତତେ ହିଁ ଖୋଜୁଛି
ତୋ ପାଇଁ ମୋ ପାଦ ପଉଁଜି ବାଜୁଛି
ଅଳ୍ପ ଦେଖା ଦେଇ କାଇଁ ଯାଉ ଲୁଚି
ଅଳ୍ପ ଦେଖା ଦେଇ କାଇଁ ଯାଉ ଲୁଚି
ତୋ କୃଷ୍ଣଚୂଡା ହସ ମାରିଦୋଉଛି
ତୋ କୃଷ୍ଣଚୂଡା ହସ ମାରିଦୋଉଛି
ମୁଁ ତୋ ଆଡେ ଟାଣି ହେଇଯାଉଛି
ମୁଁ ତୋ ଆଡେ ଟାଣି ହେଇଯାଉଛି
ମଝି ଦରିଆରେ ଥିଲି ଫସି ମୁଁ ରହି
ବତୀଘର ହେଇ ନେଲୁ ବାଟ କଢେଇ
ନେଇଗଲୁ ମତେ ମୋ ଠାରୁ ଛଡେଇ
ଅଜବ ଏ ଅନୁଭବ ତତେ ପାଇ
ଅଦିନେ ମଳୟ ତୋ ପାଇଁ ବହୁଛି
ଯୁଆଡେ ଯାଉଛି ତତେ ହିଁ ପାଉଛି
ଯେବେଠାରୁ ମୋ ମନରେ ଗଲୁ ଲୁଚି
ଯେବେଠାରୁ ମୋ ମନରେ ଗଲୁ ଲୁଚି
ମୁଁ ତୋ ଆଡେ ଟାଣି ହେଇଯାଉଛି
ମୁଁ ତୋ ଆଡେ ଟାଣି ହେଇଯାଉଛି
ତୋ କୃଷ୍ଣଚୂଡା ହସ ମାରିଦୋଉଛି
ତୋ କୃଷ୍ଣଚୂଡା ହସ ମାରିଦୋଉଛି
Song & Video Credits:
♪ Music Video – Tora Krushnachuda Hasa
♪ Starring – Himagni & Bijay
♪ Co- Actors – NN Mishra , Amitesh , Suraj , Swagat , Sourav , Abhishek , Rakesh , Rohan , Anisha , Tanaya , Rojalin , Neha , Smruti , Pritam
♪ Singer – Kuldeep & Aseema Panda
♪ Lyrics – Pushpak Parida
♪ Music Director – Asad Nizam
♪ Director – Raja D