Watch the Full Video Song of Tu Mori Duniya and Odia Album. Tu Mori Duniya Stars Sailendra Samantray, Jasmine Rath.Tu Mori Duniya is under the Banner of Amara Muzik. Directed by Raja D and Music Directed by Subhrajit Mohanty. Amara Muzik is the official Music Label of Tu Mori Duniya.

ହୋ….ହୋ..ହୋ….
ହୃଦୟ ପରିଧି ସୀମା ଡେଇଁ
ମନର ଝରକା ଯେବେ ଖୋଲେ
ଚେହେରା ତୋର ମତେ ଖାଲି ଦିଶିଯାଏ
ଏକଥା ଜାଣିଥା
ପ୍ରେମ ମାନେ ଖାଲି ଦେବା ଜାଣେ
ପାଇବା କଣ ଜାଣି ନାହିଁ
ନିଃସ୍ୱାର୍ଥରେ ତତେ ମୁଁ ଭଲପାଏ
ତୁ ଥରେ ବୁଝିଯା
ପ୍ରିୟା….
ତୁ ମୋରି ଦୁନିଆ….
ତୁ ମୋରି ଦୁନିଆ….
ତୁ ମୋରି ଦୁନିଆ….
ଜହ୍ନ ତ ଲୁଚେ ଯେମିତି ବଉଦ ଫାଙ୍କ ଭିତରେ
ସରମି ଯାଉଛୁ ସେମିତି ଆଜି ଦେଖିଲେ ମତେ ପାଖରେ
ହୋ…ହୋ….ହୋ….
ମନର ଅକୁହା କଥା ଭାବୁଛି କହିଦେବି ରେ
ଓଠ ଦରଜା ପାଖରୁ ସିଏ ପୁଣି ତ ଫେରି ଯାଏ ରେ
ଅକୁହା ସେ କଥା ସବୁ ତୁ ବୁଝିଯା ପ୍ରିୟା….
ତୁ ମୋରି ଦୁନିଆ….
ତୁ ମୋରି ଦୁନିଆ….
ତୁ ମୋରି ଦୁନିଆ….
କାହିଁକି ଭଲ ଲାଗୁଛୁ ଏତେ ତୁ କହିଦେ ଥରେ
ହସିଲେ ତୁ ମତେ ଚାହିଁକି ଟିକେ ତରଳି ଆପେ ଯାଏରେ
ହୃଦୟ ଚୁମ୍ବକ ପରି ଟାଣି ମୁଁ ହେଇଯାଏ ରେ
ଜାଣେନା ପ୍ରେମ ହେଲେ ତ ବୋଧେ
ଏମିତି କାଇଁ ହୁଏରେ
ପ୍ରେମର ସେ ଆକର୍ଷଣ
ତୁ ବୁଝିଯା ପ୍ରିୟା……..
ତୁ ମୋରି ଦୁନିଆ….
ତୁ ମୋରି ଦୁନିଆ….
ତୁ ମୋରି ଦୁନିଆ….
ହୋ..ଓ….ଓ….ୟେ……
Video Credits:
Featuring : Sailendra and Jasmine
Director : Raja D
DOP : Biswajit Kuldi
Editor : Chikun
DI : Biswajit Swain
Publicity : Sibajee
Production Manager : Deepak Kumar Jena
Asst Director : Nikesh and Tushar
Make up Hair : Manas
Producer : Biswajit Mohanty
Song Credits:
Tu Mori Duniya
Singer : Kuldeep Pattanaik
Lyricist : Rakesh Dash
Music Director : Subhrajit Mohanty
Arrangements Mixing Mastering : Somesh Satpathy
Rhythm : Christo
Keyboard : Piku Rath